ଭୁବନେଶ୍ୱର: କିଡନୀରେ ଷ୍ଟୋନ୍ ସମସ୍ୟା ଏବେ ଅନେକ ଲୋକମାନଙ୍କ ନିକଟରେ ଦେଖିବାକୁ ମିଳୁଛି। ସର୍ଜରୀ ମାଧ୍ୟମରେ ଏହି ସମସ୍ୟାର ସମାଧାନ ତ ହୋଇଯିବ କିନ୍ତୁ ବିନା ସର୍ଜରୀରରେ ଛୋଟ ଏକ ଘରୋଇ ଉପଚାରରେ ମଧ୍ୟ ଏହି କିଡନୀ ଷ୍ଟୋନ୍ ଓ ତାର ଯନ୍ତ୍ରଣାର ସମସ୍ୟାକୁ ସହଜେ ଦୂରେଇ ହେବ। କ’ଣ ଏହି ଘରୋଇ ଉପଚାର କିପରି କରିବେ ଏହାର ବ୍ୟବହାର ସେ ସଂପର୍କରେ ଛୋଟ ଏକ ସୂଚନା।
କିପରି କରିବେ ଔଷଧର ପ୍ରସ୍ତୁତି:
ଲେମ୍ବୁର ଚୋପା ଛଡ଼ାଇ ମଞ୍ଜି ବାହାର କରି ଦିଅନ୍ତୁ। ଏଥିରେ ଏକ ଓ ଦୁଇ ତୃତୀୟାଂଶ କପ୍ ମହୁ, ସମ ପରିମାଣର ପାର୍ସଲି ଶାଗର ମୂଳ, ଅଲିଭ ତେଲ ଓ ଗୁଣ୍ଡ ଅର୍ଗାନିକ୍ ବ୍ରାଉନ୍ ସୁଗାର (ବଜାରରେ ଉପଲବ୍ଧ) କୁ ଗ୍ରାଇଣ୍ଡରରେ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହି ମିଶ୍ରଣକୁ ଏକ କାଚ ବୋତଲରେ ରଖି ଦିଅନ୍ତୁ।
ଖାଇବା ପଦ୍ଧତି:
ସକାଳ ଏବଂ ରାତିରେ ଖାଇବା ପୂର୍ବରୁ ଏକ ଚାମଚ ପ୍ରତିଦିନ ଖାଇବେ। ଏହି ଔଷଧ ଖାଇବା ପରେ ପ୍ରୁଚର ପାଣି ପିଇବେ। ଅଧିକ ପାଣି ପିଇବା ଦ୍ୱାରା ଏହା କିଡନୀ ଥିବା ଷ୍ଟୋନ୍କୁ ଖସାଇବାରେ ସାହାଯ୍ୟ କରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।