ସର୍ଜରୀ ନୁହେଁ ଘରୋଇ ଉପାୟରେ ବି ଦୂର କରି ହେବ କିଡନୀ ଷ୍ଟୋନ୍‌ ସମସ୍ୟା

ଭୁବନେଶ୍ୱର: କିଡନୀରେ ଷ୍ଟୋନ୍‌ ସମସ୍ୟା ଏବେ ଅନେକ ଲୋକମାନଙ୍କ ନିକଟରେ ଦେଖିବାକୁ ମିଳୁଛି। ସର୍ଜରୀ ମାଧ୍ୟମରେ ଏହି ସମସ୍ୟାର ସମାଧାନ ତ ହୋଇଯିବ କିନ୍ତୁ ବିନା ସର୍ଜରୀରରେ ଛୋଟ ଏକ ଘରୋଇ ଉପଚାରରେ ମଧ୍ୟ ଏହି କିଡନୀ ଷ୍ଟୋନ୍‌ ଓ ତାର ଯନ୍ତ୍ରଣାର ସମସ୍ୟାକୁ ସହଜେ ଦୂରେଇ ହେବ। କ’ଣ ଏହି ଘରୋଇ ଉପଚାର କିପରି କରିବେ ଏହାର ବ୍ୟବହାର ସେ ସଂପର୍କରେ ଛୋଟ ଏକ ସୂଚନା। କିପରି କରିବେ ଔଷଧର ପ୍ରସ୍ତୁତି: ଲେମ୍ବୁର ଚୋପା ଛଡ଼ାଇ […]

kidney

kidney

Rakesh Mallick
  • Published: Sunday, 25 December 2016
  • Updated: 27 April 2017, 05:07 PM IST

ଭୁବନେଶ୍ୱର: କିଡନୀରେ ଷ୍ଟୋନ୍‌ ସମସ୍ୟା ଏବେ ଅନେକ ଲୋକମାନଙ୍କ ନିକଟରେ ଦେଖିବାକୁ ମିଳୁଛି। ସର୍ଜରୀ ମାଧ୍ୟମରେ ଏହି ସମସ୍ୟାର ସମାଧାନ ତ ହୋଇଯିବ କିନ୍ତୁ ବିନା ସର୍ଜରୀରରେ ଛୋଟ ଏକ ଘରୋଇ ଉପଚାରରେ ମଧ୍ୟ ଏହି କିଡନୀ ଷ୍ଟୋନ୍‌ ଓ ତାର ଯନ୍ତ୍ରଣାର ସମସ୍ୟାକୁ ସହଜେ ଦୂରେଇ ହେବ। କ’ଣ ଏହି ଘରୋଇ ଉପଚାର କିପରି କରିବେ ଏହାର ବ୍ୟବହାର ସେ ସଂପର୍କରେ ଛୋଟ ଏକ ସୂଚନା।

କିପରି କରିବେ ଔଷଧର ପ୍ରସ୍ତୁତି:

ଲେମ୍ବୁର ଚୋପା ଛଡ଼ାଇ ମଞ୍ଜି ବାହାର କରି ଦିଅନ୍ତୁ। ଏଥିରେ ଏକ ଓ ଦୁଇ ତୃତୀୟାଂଶ କପ୍‌ ମହୁ, ସମ ପରିମାଣର ପାର୍ସଲି ଶାଗର ମୂଳ, ଅଲିଭ ତେଲ ଓ ଗୁଣ୍ଡ ଅର୍ଗାନିକ୍‌ ବ୍ରାଉନ୍‌ ସୁଗାର (ବଜାରରେ ଉପଲବ୍ଧ) କୁ ଗ୍ରାଇଣ୍ଡରରେ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହି ମିଶ୍ରଣକୁ ଏକ କାଚ ବୋତଲରେ ରଖି ଦିଅନ୍ତୁ।

ଖାଇବା ପଦ୍ଧତି:

ସକାଳ ଏବଂ ରାତିରେ ଖାଇବା ପୂର୍ବରୁ ଏକ ଚାମଚ ପ୍ରତିଦିନ ଖାଇବେ। ଏହି ଔଷଧ ଖାଇବା ପରେ ପ୍ରୁଚର ପାଣି ପିଇବେ। ଅଧିକ ପାଣି ପିଇବା ଦ୍ୱାରା ଏହା କିଡନୀ ଥିବା ଷ୍ଟୋନ୍‌କୁ ଖସାଇବାରେ ସାହାଯ୍ୟ କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos