kidney
ଭୁବନେଶ୍ୱର: କିଡନୀରେ ଷ୍ଟୋନ୍ ସମସ୍ୟା ଏବେ ଅନେକ ଲୋକମାନଙ୍କ ନିକଟରେ ଦେଖିବାକୁ ମିଳୁଛି। ସର୍ଜରୀ ମାଧ୍ୟମରେ ଏହି ସମସ୍ୟାର ସମାଧାନ ତ ହୋଇଯିବ କିନ୍ତୁ ବିନା ସର୍ଜରୀରରେ ଛୋଟ ଏକ ଘରୋଇ ଉପଚାରରେ ମଧ୍ୟ ଏହି କିଡନୀ ଷ୍ଟୋନ୍ ଓ ତାର ଯନ୍ତ୍ରଣାର ସମସ୍ୟାକୁ ସହଜେ ଦୂରେଇ ହେବ। କ’ଣ ଏହି ଘରୋଇ ଉପଚାର କିପରି କରିବେ ଏହାର ବ୍ୟବହାର ସେ ସଂପର୍କରେ ଛୋଟ ଏକ ସୂଚନା।
କିପରି କରିବେ ଔଷଧର ପ୍ରସ୍ତୁତି:
ଲେମ୍ବୁର ଚୋପା ଛଡ଼ାଇ ମଞ୍ଜି ବାହାର କରି ଦିଅନ୍ତୁ। ଏଥିରେ ଏକ ଓ ଦୁଇ ତୃତୀୟାଂଶ କପ୍ ମହୁ, ସମ ପରିମାଣର ପାର୍ସଲି ଶାଗର ମୂଳ, ଅଲିଭ ତେଲ ଓ ଗୁଣ୍ଡ ଅର୍ଗାନିକ୍ ବ୍ରାଉନ୍ ସୁଗାର (ବଜାରରେ ଉପଲବ୍ଧ) କୁ ଗ୍ରାଇଣ୍ଡରରେ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହି ମିଶ୍ରଣକୁ ଏକ କାଚ ବୋତଲରେ ରଖି ଦିଅନ୍ତୁ।
ଖାଇବା ପଦ୍ଧତି:
ସକାଳ ଏବଂ ରାତିରେ ଖାଇବା ପୂର୍ବରୁ ଏକ ଚାମଚ ପ୍ରତିଦିନ ଖାଇବେ। ଏହି ଔଷଧ ଖାଇବା ପରେ ପ୍ରୁଚର ପାଣି ପିଇବେ। ଅଧିକ ପାଣି ପିଇବା ଦ୍ୱାରା ଏହା କିଡନୀ ଥିବା ଷ୍ଟୋନ୍କୁ ଖସାଇବାରେ ସାହାଯ୍ୟ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/12/KIDNEYS.jpg)