ସାଧାରଣତଃ ଘରେ ଆଳୁ କିମ୍ବା ପିଆଜ ରହିବା ସ୍ୱାଭାବିକ। ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ। ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ। ତେବେ ବେଳେ ବେଳେ ଘରେ ଅଧିକ ସମୟ ପିଆଜ ଏବଂ ଆଳୁ ରହିଗଲେ ସେଥିରେ ଗଜା ବାହାରିବାକୁ ଲାଗେ। ତେବେ ଏଥିରୁ ଆଳୁ-ପିଆଜକୁ କିଳଭି ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା।
- ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ ଲଫାପାରେ ରଖନ୍ତୁ।
- ଆଳୁକୁ ଅନ୍ଧାରୁଆ ସ୍ଥାନ ଏବଂ ଥଣ୍ଡା ଜାଗାରେ ରଖନ୍ତୁ।
- ଯଦି ଆଳୁ ଭିଜି ଯାଇଥାଏ ତେବେ ତାକୁ ଭଲ ଭାବେ ପୋଛି ଶୁଖାଇ ରଖନ୍ତୁ।
- ଆପଣ ଚାହିଁଲେ ଆଳୁକୁ ଏକ ସୂତା କପଡାରେ ମଧ୍ୟ ଗୁଡାଇ ରଖିପାରିବେ।
- ଗରମ ସ୍ଥାନରେ ଆଳୁ ଏବଂ ପିଆଜ ଷ୍ଟୋର କରି ରଖିଲେ ଖୁବଶୀଘ୍ର ଏଥିରେ ଗଜା ହୋଇଯାଇଥାଏ।
- ପିଆଜକୁ ଖୋଲା ସ୍ଥାନରେ ରଖନ୍ତୁ, ଏଭଳି ରଖିବା ଦ୍ୱାରା ଏଥିରେ ଫଙ୍ଗସ ହେବ ନାହିଁ।
- ଆଳୁ ଏବଂ ପିଆଜକୁ ଅନ୍ୟ ସବୁ ପରିବା ଠାରୁ ଦୂରେଇ ରଖନ୍ତୁ।
- ସେହିପରି ଆଳୁ ଏବଂ ପିଆଜକୁ ମିଶାଇ ରଖନ୍ତୁ ନାହିଁ। ଏ ଦୁଇଟିକୁ ଭିନ୍ନ ଭିନ୍ନ ପାତ୍ରରେ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...