Advertisment

ଆଳୁ-ପିଆଜ ଗଜା ହୋଇଯାଉଥିଲେ କ’ଣ କରିବେ, ଜାଣନ୍ତୁ

ସାଧାରଣତଃ ଘରେ ଆଳୁ କିମ୍ବା ପିଆଜ ରହିବା ସ୍ୱାଭାବିକ। ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ। ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ। ତେବେ ବେଳେ ବେଳେ ଘରେ ଅଧିକ ସମୟ ପିଆଜ ଏବଂ ଆଳୁ ରହିଗଲେ ସେଥିରେ ଗଜା ବାହାରିବାକୁ ଲାଗେ। ତେବେ ଏଥିରୁ ଆଳୁ-ପିଆଜକୁ କିଳଭି ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା। ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ […]

ଅଦ୍ୟତନ ହୋଇଛି
ଆଳୁ-ପିଆଜ ଗଜା ହୋଇଯାଉଥିଲେ କ’ଣ କରିବେ, ଜାଣନ୍ତୁ

potatoes

Advertisment

ସାଧାରଣତଃ ଘରେ ଆଳୁ କିମ୍ବା ପିଆଜ ରହିବା ସ୍ୱାଭାବିକ। ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ। ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ। ତେବେ ବେଳେ ବେଳେ ଘରେ ଅଧିକ ସମୟ ପିଆଜ ଏବଂ ଆଳୁ ରହିଗଲେ ସେଥିରେ ଗଜା ବାହାରିବାକୁ ଲାଗେ। ତେବେ ଏଥିରୁ ଆଳୁ-ପିଆଜକୁ କିଳଭି ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା।

Advertisment
  • ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ ଲଫାପାରେ ରଖନ୍ତୁ।
  • ଆଳୁକୁ ଅନ୍ଧାରୁଆ ସ୍ଥାନ ଏବଂ ଥଣ୍ଡା ଜାଗାରେ ରଖନ୍ତୁ।
  • ଯଦି ଆଳୁ ଭିଜି ଯାଇଥାଏ ତେବେ ତାକୁ ଭଲ ଭାବେ ପୋଛି ଶୁଖାଇ ରଖନ୍ତୁ।
  • ଆପଣ ଚାହିଁଲେ ଆଳୁକୁ ଏକ ସୂତା କପଡାରେ ମଧ୍ୟ ଗୁଡାଇ ରଖିପାରିବେ।onions
  • ଗରମ ସ୍ଥାନରେ ଆଳୁ ଏବଂ ପିଆଜ ଷ୍ଟୋର କରି ରଖିଲେ ଖୁବଶୀଘ୍ର ଏଥିରେ ଗଜା ହୋଇଯାଇଥାଏ।
  • ପିଆଜକୁ ଖୋଲା ସ୍ଥାନରେ ରଖନ୍ତୁ, ଏଭଳି ରଖିବା ଦ୍ୱାରା ଏଥିରେ ଫଙ୍ଗସ ହେବ ନାହିଁ।
  • ଆଳୁ ଏବଂ ପିଆଜକୁ ଅନ୍ୟ ସବୁ ପରିବା ଠାରୁ ଦୂରେଇ ରଖନ୍ତୁ।
  • ସେହିପରି ଆଳୁ ଏବଂ ପିଆଜକୁ ମିଶାଇ ରଖନ୍ତୁ ନାହିଁ। ଏ ଦୁଇଟିକୁ ଭିନ୍ନ ଭିନ୍ନ ପାତ୍ରରେ ରଖନ୍ତୁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe