/odisha-reporter/media/post_attachments/uploads/2022/02/Untitled-1-12.jpg)
chhena steam
ଆବଶ୍ୟକ ସାମଗ୍ରୀ: ଛେନା, କ୍ଷୀର, ଚିନି, ଗୁଜରାତି ଗୁଣ୍ଡ, ଘିଅ ଓ କେଶର
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ବଜାରରୁ ଛେନା ଆଣନ୍ତୁ। ଏହାପରେ ଛେନାରେ କ୍ଷୀର ଓ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।
Advertisment
ଏହାପରେ ଏକ ଷ୍ଟିଲ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବାପରେ ଗ୍ରାଇଣ୍ଡିଂ କରି ରଖିଥିବା ଛେନାକୁ ପକାଇ ଦିଅନ୍ତୁ। ତା’ ଉପରେ କେଶର ପକାଇ ସଜେଇ ଦିଅନ୍ତୁ। ଏହାକୁ ଥିମା ଆଞ୍ଚରେ ବସାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଛେନାଷ୍ଟିମ୍ ଥଣ୍ଡା ହେବା ପରେ ତାକୁ ଫ୍ରିଜ୍ରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ। ପରେ ଫ୍ରିଜ୍ରୁ କାଢ଼ି ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଛେନାଷ୍ଟିମ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
