ସରସ୍ୱତୀ ପୂଜାରେ ଘରେ ତିଆରି କରନ୍ତୁ ଛେନା ଷ୍ଟିମ୍‌

ଆବଶ୍ୟକ ସାମଗ୍ରୀ:  ଛେନା, କ୍ଷୀର, ଚିନି, ଗୁଜରାତି ଗୁଣ୍ଡ, ଘିଅ ଓ କେଶର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ଛେନା ଆଣନ୍ତୁ। ଏହାପରେ ଛେନାରେ କ୍ଷୀର ଓ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏକ ଷ୍ଟିଲ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବାପରେ ଗ୍ରାଇଣ୍ଡିଂ କରି ରଖିଥିବା ଛେନାକୁ ପକାଇ ଦିଅନ୍ତୁ।  ତା’ ଉପରେ କେଶର ପକାଇ ସଜେଇ ଦିଅନ୍ତୁ। ଏହାକୁ […]

chhena steam

chhena steam

Tapaswini Nayak
  • Published: Saturday, 05 February 2022
  • Updated: 05 February 2022, 01:25 PM IST

Sports

Latest News

ଆବଶ୍ୟକ ସାମଗ୍ରୀ:  ଛେନା, କ୍ଷୀର, ଚିନି, ଗୁଜରାତି ଗୁଣ୍ଡ, ଘିଅ ଓ କେଶର

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ଛେନା ଆଣନ୍ତୁ। ଏହାପରେ ଛେନାରେ କ୍ଷୀର ଓ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।

ଏହାପରେ ଏକ ଷ୍ଟିଲ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବାପରେ ଗ୍ରାଇଣ୍ଡିଂ କରି ରଖିଥିବା ଛେନାକୁ ପକାଇ ଦିଅନ୍ତୁ।  ତା’ ଉପରେ କେଶର ପକାଇ ସଜେଇ ଦିଅନ୍ତୁ। ଏହାକୁ ଥିମା ଆଞ୍ଚରେ ବସାଇ ଦିଅନ୍ତୁ।  କିଛି ସମୟ ପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଛେନାଷ୍ଟିମ୍‌ ଥଣ୍ଡା ହେବା ପରେ ତାକୁ ଫ୍ରିଜ୍‌ରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ।  ପରେ ଫ୍ରିଜ୍‌ରୁ କାଢ଼ି ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଛେନାଷ୍ଟିମ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story