Advertisment

ସରସ୍ୱତୀ ପୂଜାରେ ଘରେ ତିଆରି କରନ୍ତୁ ଛେନା ଷ୍ଟିମ୍‌

ଆବଶ୍ୟକ ସାମଗ୍ରୀ:  ଛେନା, କ୍ଷୀର, ଚିନି, ଗୁଜରାତି ଗୁଣ୍ଡ, ଘିଅ ଓ କେଶର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ଛେନା ଆଣନ୍ତୁ। ଏହାପରେ ଛେନାରେ କ୍ଷୀର ଓ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏକ ଷ୍ଟିଲ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବାପରେ ଗ୍ରାଇଣ୍ଡିଂ କରି ରଖିଥିବା ଛେନାକୁ ପକାଇ ଦିଅନ୍ତୁ।  ତା’ ଉପରେ କେଶର ପକାଇ ସଜେଇ ଦିଅନ୍ତୁ। ଏହାକୁ […]

ସରସ୍ୱତୀ ପୂଜାରେ ଘରେ ତିଆରି କରନ୍ତୁ ଛେନା ଷ୍ଟିମ୍‌

chhena steam

Advertisment

ଆବଶ୍ୟକ ସାମଗ୍ରୀ:  ଛେନା, କ୍ଷୀର, ଚିନି, ଗୁଜରାତି ଗୁଣ୍ଡ, ଘିଅ ଓ କେଶର

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ବଜାରରୁ ଛେନା ଆଣନ୍ତୁ। ଏହାପରେ ଛେନାରେ କ୍ଷୀର ଓ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।

Advertisment

ଏହାପରେ ଏକ ଷ୍ଟିଲ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବାପରେ ଗ୍ରାଇଣ୍ଡିଂ କରି ରଖିଥିବା ଛେନାକୁ ପକାଇ ଦିଅନ୍ତୁ।  ତା’ ଉପରେ କେଶର ପକାଇ ସଜେଇ ଦିଅନ୍ତୁ। ଏହାକୁ ଥିମା ଆଞ୍ଚରେ ବସାଇ ଦିଅନ୍ତୁ।  କିଛି ସମୟ ପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଛେନାଷ୍ଟିମ୍‌ ଥଣ୍ଡା ହେବା ପରେ ତାକୁ ଫ୍ରିଜ୍‌ରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ।  ପରେ ଫ୍ରିଜ୍‌ରୁ କାଢ଼ି ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଛେନାଷ୍ଟିମ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe