sasu bahu
ଶାଶୂ ଓ ବୋହୂଙ୍କ ଭିତରେ ଝଗଡା ତ ସାଧାରଣ କଥା। ଆଉ ଏହି କଳି ଘରେ ସୃଷ୍ଟିକରେ ଅପ୍ରିତିକର ପରିସ୍ଥିତି। ଝଗଡାରୁ ମୁକ୍ତି ପାଇବା ପାଇଁ ସମସ୍ତେ ଖୋଜନ୍ତି ଉପାୟ। ଆପଣ ମଧ୍ୟ କିଛି ଦିଗ ଉପରେ ନଜର ରଖିଲେ ଘରେ ଝଗଡାରୁ ମୁକ୍ତି ପାଇ ପାରିବେ।
1- ଝଗଡାରୁ ମୁକ୍ତି ପାଇବା ପାଇଁ ପାଖରେ ଏକ ରୁପାର କଟୋରା ରଖନ୍ତୁ।
2- ମଥାରେ କେଶର ଆଉ ହଳଦୀର ବିନ୍ଦି ଲଗାନ୍ତୁ, ଏହା ସଂପର୍କରେ ସୁଧାର ଆଣିବ।
3- ଆପଣଙ୍କୁ ସୁନାର ଚେନ୍ ନିଶ୍ଚିତ ଭାବେ ପସନ୍ଦ ଥିବ, କିନ୍ତୁ ଶାଶୂଙ୍କୁ ଖୁସି କରିବାର ଅଛି ତ ରୁପାର ଚେନ ପିନ୍ଧନ୍ତୁ ।
୪- ଖାସ କରି ଅଜଣା ବ୍ୟକ୍ତିଙ୍କଠୁ କୌଣସି ବି ଧଳା ବସ୍ତୁ ନିଅନ୍ତୁ ନାହିଁ, ବିଶେଷ ଭାବରେ ରୁପାର କୌଣସି ବସ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/05/sasu-bahu.png)