ଚାଇଁ ଚାଇଁ ଖରାରେ କେମିତି ଚମକିବେ ଆପଣ: କେମିତି ରହିବେ ବାହାରେ, କଣ କରିବେ ଫେରିଲେ

ଖରାଦିନ। ଗ୍ରୀଷ୍ମ ପ୍ରବାହ ବି ଅସହ୍ୟ। ବାହାରକୁ ବାହାରିବା କଷ୍ଟକର। ନିହାତି ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରୁ ନାହାଁନ୍ତି। ଥରେ ବାହାରକୁ ଗଲେ ଚର୍ମ କଳା ପଡି ଯିବା ସହ ଶିଝି ଯାଉଛି। ମୁହଁ ଶୁଖିଲା ଦେଖାଯିବା ସହ ଶୁଷ୍କ ହୋଇଯାଉଛି। ବିଶେଷ କରି ଝିଅମାନେ ଏପରି ସମସ୍ୟାକୁ ନେଇ ଭାରି ଚିନ୍ତିତ । ତେବେ ଏଥିରେ ବେଶି ଚିନ୍ତା କରିବାର କିଛି ନାହିଁ। ଏପରି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣ […]

summer

summer

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 08:48 PM IST

Sports

Latest News

ଖରାଦିନ। ଗ୍ରୀଷ୍ମ ପ୍ରବାହ ବି ଅସହ୍ୟ। ବାହାରକୁ ବାହାରିବା କଷ୍ଟକର। ନିହାତି ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରୁ ନାହାଁନ୍ତି। ଥରେ ବାହାରକୁ ଗଲେ ଚର୍ମ କଳା ପଡି ଯିବା ସହ ଶିଝି ଯାଉଛି। ମୁହଁ ଶୁଖିଲା ଦେଖାଯିବା ସହ ଶୁଷ୍କ ହୋଇଯାଉଛି। ବିଶେଷ କରି ଝିଅମାନେ ଏପରି ସମସ୍ୟାକୁ ନେଇ ଭାରି ଚିନ୍ତିତ । ତେବେ ଏଥିରେ ବେଶି ଚିନ୍ତା କରିବାର କିଛି ନାହିଁ। ଏପରି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣ ବାହାରକୁ ଯିବା ପୂର୍ବରୁ ଓ ପରେ ଆପଣେଇଲେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏପରି ସମସ୍ୟାରୁ ବଞ୍ଚିବା ପାଇଁ ଆସନ୍ତୁ ଜାଣିବା କିଛି ଉପାୟ।

ବାହାରକୁ ଯିବା ପୂର୍ବର ଉପଚାର

୧. ଖରାରେ ଅଧିକ ସମୟ ରହିବାକୁ ଥିଲେ ପଇଡ଼ ପାଣି, ଲସି ଓ ଜୁସ୍‌ ପିଅନ୍ତୁ। ଏହାଦ୍ୱାରା ବଡି ହାଇଡ୍ରେଡ୍‌ ରହିବ। ସ୍କିନ ଡ୍ରାଏ ହେବ ନାହିଁ। ଝାଳରେ ଶରୀରରୁ ବାହାରୁ ଥିବା ମିନେରାଲର ପୂରଣ ହେବ।

୨. ଯଦି ବାହାରକୁ ଯାଉଛନ୍ତି ତେବେ ଅଧିକ ପାଣି ପିଅନ୍ତୁ। ତରଭୂଜ, ଖିରା ଓ ଖରଭୂଜ ଭଳି ଫଳ ଖାଆନ୍ତୁ। ଏହାଦ୍ୱାରା ଶରୀରରେ ସତେଜ ରହିବ ଓ ଚର୍ମ ଉପରେ ପ୍ରଭାବ ପଡିବ ନାହିଁ।

୩. ଫ୍ରିଜ୍‌ରେ ଥିବା ଅଙ୍ଗୁରରୁ କିଛି ସାଙ୍ଗରେ ନେଇଯାଆନ୍ତୁ। କିଛି ସମୟ ଅନ୍ତରରେ ଏଥିରୁ ଗୋଟେ ଗୋଟେ ଖାଆନ୍ତୁ। ଏଥିରୁ ଶରୀରରୁ ଡାଇଡ୍ରେସନ୍‌ ଓ ନ୍ୟୁଟ୍ରେସନ୍‌ ମିଳିବ।

healthy-Summer-Fruit-Drinksବାହାରୁ ଆସିବା ପର ଉପଚାର

୧. ପୂର୍ବରୁ ପାଚିଲା ଅମୃତଭଣ୍ଡା ଓ ମହୁକୁ ମିଶାଇ ପେଷ୍ଟ ବନାଇ ଫ୍ରିଜ୍‌ରେ ରଖିଥାନ୍ତୁ। ବାହାରୁ ଆସିବା ପରେ ଏହାକୁ ଚର୍ମରେ ଲଗାନ୍ତୁ। ଖରାରେ ଶିଝି ଯାଇଥିବା ଚର୍ମକୁ ଏହା ସୁସ୍ଥ କରିବ। ସ୍କିନ୍‌ ଟାଇଟ୍‌ ମଧ୍ୟ ରହିବ।

୨. ଆଳୁର ରସ ବାହାର କରି ଫ୍ରିଜ୍‌ରେ ରଖିଥାନ୍ତୁ। ବାହାରୁ ଆସିବା ପରେ ଏହାକୁ ଲଗାଇଲେ ଚର୍ମର ପୂର୍ବାବସ୍ଥା ଫେରିଆସିବ।

୩. ଫ୍ରିଜ୍‌ରେ ରଖିଥିବା ଖିରାକୁ ଧିରେ ଧିରେ ଆଖି ଓ ମୁହଁରେ ମାଲିସ୍‌ କରନ୍ତୁ। ଏହାଦ୍ୱାରା ଶିଝି ଯାଇଥିବା ଚର୍ମକୁ ଥଣ୍ଡା ଲାଗିବ ଓ ଆଖିର ପୋଡାଜଳା କମିବ।

୪. ବିଲାତି, ପୁଦିନା ଓ ଦହିର ପେଷ୍ଟ ବନାଇ ପୂର୍ବରୁ ଫ୍ରିଜ୍‌ରେ ରଖିଥାନ୍ତୁ। ବାହାରୁ ଆସିବା ପରେ ଏହାକୁ ଦେହରେ ଲଗାନ୍ତୁ। ଏହାଦ୍ୱାରା ଶିଝି ଯାଇଥିବା ଚର୍ମରେ ଥଣ୍ଡାପଣ ଅନୁଭବ କରିବେ ଓ ଜଳାପୋଡା କମିବ।

କ’ଣ ଖାଇବେ ଓ ପିଇବେ

୧. ପ୍ରଚୁର ପରିମାଣରେ ପନିପରିବା ଖାଇବା ସହ ଅଧିକ ପାଣି ପିଅନ୍ତୁ। ଡ୍ରାଏ ଫ୍ରୁଡ ଠାରୁ ଦୂରେଇ ରୁହନ୍ତୁ।

୨. ଖାଇବାରେ ଦହି, ଫଳ, ଓ ସାଲଡ ଅଧିକ ଖାଆନ୍ତୁ।

୩. ଆମ୍ବ ଓ ଆଖୁ ରସ ଅଧିକ ପିଅନ୍ତୁ।  ଯଥା ସମ୍ଭବ ସଫ୍ଟ ଡ୍ରିଙ୍କସ ଠାରୁ ନିଜକୁ ଦୂରେଇ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story