Advertisment

ମନ ପସନ୍ଦର ସାଥୀଟିଏ ଖୋଜୁଛନ୍ତି କି: ତେବେ ଜାଣନ୍ତୁ ଏହାର ମୂଳମନ୍ତ୍ର

ଯଦି ଆପଣଙ୍କ ଜୀବନରେ ଜଣେ ଭଲ ସାଥୀଟିଏ ମିଳିଯାଏ ତେବେ ଆପଣଙ୍କ ଜୀବନ ସୁରୁଖୁରୁରେ କଟିଥାଏ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଆପଣ ଦୁହେଁ ଏହାକୁ ସମାଧାନ କରିନିଅନ୍ତି। ଦାମ୍ପତ୍ୟ ଜୀବନକୁ ସୁମଧୁର କରିବା ପାଇଁ ସମସ୍ତେ ଚାହାଁନ୍ତି ନିଜ ମନ ପସନ୍ଦର ସାଥୀ ତାଙ୍କୁ ମିଳିଯାଆନ୍ତି କି। ତେବେ ଆସନ୍ତୁ ଜାଣିବା ମନ ପସନ୍ଦର ଜୀବନ ସାଥୀଟିଏ ମିଳିବାକୁ ହେଲେ ଆପଣଙ୍କୁ କଣ କରିବାକୁ ପଡିବ। 1-କଦଳୀ ଗଛ ପୂଜା କରନ୍ତୁ,ଗୁରୁବାର ଦିନ କଦଳୀ […]

ଅଦ୍ୟତନ ହୋଇଛି
ମନ ପସନ୍ଦର ସାଥୀଟିଏ ଖୋଜୁଛନ୍ତି କି: ତେବେ ଜାଣନ୍ତୁ ଏହାର ମୂଳମନ୍ତ୍ର

happy life

Advertisment

ଯଦି ଆପଣଙ୍କ ଜୀବନରେ ଜଣେ ଭଲ ସାଥୀଟିଏ ମିଳିଯାଏ ତେବେ ଆପଣଙ୍କ ଜୀବନ ସୁରୁଖୁରୁରେ କଟିଥାଏ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଆପଣ ଦୁହେଁ ଏହାକୁ ସମାଧାନ କରିନିଅନ୍ତି। ଦାମ୍ପତ୍ୟ ଜୀବନକୁ ସୁମଧୁର କରିବା ପାଇଁ ସମସ୍ତେ ଚାହାଁନ୍ତି ନିଜ ମନ ପସନ୍ଦର ସାଥୀ ତାଙ୍କୁ ମିଳିଯାଆନ୍ତି କି। ତେବେ ଆସନ୍ତୁ ଜାଣିବା ମନ ପସନ୍ଦର ଜୀବନ ସାଥୀଟିଏ ମିଳିବାକୁ ହେଲେ ଆପଣଙ୍କୁ କଣ କରିବାକୁ ପଡିବ।

Advertisment

1-କଦଳୀ ଗଛ ପୂଜା କରନ୍ତୁ,ଗୁରୁବାର ଦିନ କଦଳୀ ଗଛ ସାମ୍ନାରେ ଗୁରୁଙ୍କର 108 ନାମର ଉଚାରଣ କରିବା ସହ ଘିଅ ଦୀପ ଜଳାନ୍ତୁ ତଥା ଜଳମଧ୍ୟ ଅର୍ପଣ କରନ୍ତୁ।

2-ମଙ୍ଗଳବାର ଦିନ ଦେବୀ ମନ୍ଦିରରେ ଲାଲ ଗୋଲାପର ଫୁଲ ଚଢାଇବା ସହ ପୂଜାକରନ୍ତୁ ଏବଂ ମଙ୍ଗଳବାର ବ୍ରତ କରନ୍ତୁ, ଏପରି ନଅ ମଙ୍ଗଳବାର ପର୍ଯନ୍ତ କରନ୍ତୁ। ଏକ କାଗଜରେ ନିଜ ଜୀବନ ସାଥିର ନା ଲେଖି ଗୋଲାପ ଫୁଲ ମଝିରେ ଲୁଚାଇ ଦିଅନ୍ତୁ, ଏଥିରୁ ଆୁପଣ ଉପକୃତ ପାଇବେ।

Advertisment

3-ଗୁରୁବାର ସକାଳେ ହଳଦିଯୁକ୍ତ ରୁଟି ବନେଇ ପ୍ରତ୍ୟେକ ରୁଟିରେ ଗୁଡ ରଖି ତାକୁ ଗାଈକୁ ଖାଇବାକୁ ଦିଅନ୍ତୁ। ସାତ ଗୁରୁବାର ପର୍ଯ୍ୟନ୍ତ ନିୟମିତ ଏହି ବ୍ରତ କରିବାଦ୍ୱାରା ଶୀଘ୍ର ବିଭାହ ହୋଇଥାଏ। ଗାଈର କାନରେ ଧିରେ ସେ ନିଜ ସାଥିର ନାଁ ମଧ୍ୟ ନେଲେ ଶୁଭ ଫଳ ଲାଭ କରିବେ।

4-ଚାନ୍ଦିର ଏକ ଛୋଟ ପାତ୍ରରେ ଗାଈର କ୍ଷୀର ନେଇ ସେଥିରେ ଚିନି ଏବଂ ସିଝା ଚାଉଳ ନେଇ ଚତୁର୍ଥିର ଚନ୍ଦ୍ର ଦ୍ୱୟ ସମୟରେ ଚନ୍ଦ୍ରମାକୁ ଅର୍ପଣ କରନ୍ତୁ,ଚନ୍ଦ୍ରମାରେ ନିଜର ସାଥିଙ୍କ ଚେହେରାଙ୍କୁ କଳ୍ପନା କରନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe