ଡାଇବେଟିସ୍‌ ନିୟନ୍ତ୍ରଣ କରେ ଭୁର୍ସୁଙ୍ଗ ପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ଅନେକ ବ୍ୟଞ୍ଜନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରୁ। ଏହାର ବାସ୍ନା ହିଁ ଖାଦ୍ୟର ସ୍ୱାଦ ବଢ଼ାଏ। ତେବେ ଏହି ପତ୍ର କେବଳ ଖାଦ୍ୟକୁ ସୁସ୍ୱାଦୁ କରେ ନାହିଁ, ଏଥିରେ ଅନେକ ଔଷଧୀୟ ଗୁଣ ବି ଭରି ରହିଛି। ଏହା ଆଣ୍ଟି-ଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହି ପତ୍ର ଖାଇଲେ କେଉଁ ସବୁ ଉପକାର ମିଳେ। ୧. ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରରେ ଫ୍ରୀରାଡିକାଲ୍‌ ହେବାକୁ ଦେଇ ନଥାଏ। […]

vvv

vvv

Puspanjali Panda
  • Published: Wednesday, 25 December 2019
  • Updated: 25 December 2019, 03:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ଅନେକ ବ୍ୟଞ୍ଜନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରୁ। ଏହାର ବାସ୍ନା ହିଁ ଖାଦ୍ୟର ସ୍ୱାଦ ବଢ଼ାଏ। ତେବେ ଏହି ପତ୍ର କେବଳ ଖାଦ୍ୟକୁ ସୁସ୍ୱାଦୁ କରେ ନାହିଁ, ଏଥିରେ ଅନେକ ଔଷଧୀୟ ଗୁଣ ବି ଭରି ରହିଛି। ଏହା ଆଣ୍ଟି-ଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହି ପତ୍ର ଖାଇଲେ କେଉଁ ସବୁ ଉପକାର ମିଳେ।

୧. ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରରେ ଫ୍ରୀରାଡିକାଲ୍‌ ହେବାକୁ ଦେଇ ନଥାଏ।

୨. ଏଥିରେ ଭିଟାମିନ୍‌, ବିଟା-କେରାଟିନ୍‌ ଓ କାର୍ବଜୋଲ୍‌ ଏଲ୍‌କାଲୋଡସ୍‌ ପରି ତତ୍ତ୍ୱ ରହିଛି, ଯାହା ଟାଇପ୍‌-୨ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ।

୩. ଏକ ଗବେଷଣା ଅନୁସାରେ ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟି-ହାଇପର୍‌ଗ୍ଲିସେମିକ୍‌ ତତ୍ତ୍ୱ ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

୪. ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି, ଯାହା ପାଚନତନ୍ତ୍ରକୁ ଠିକ୍‌ ରଖିଥାଏ। ଏହା ସହିତ ମେଟାବୋଲିଜିମ୍‌କୁ ସୁସ୍ଥ ରଖିଥାଏ।

୫. ଭୁର୍ସୁଙ୍ଗ ପତ୍ର ଇମ୍ୟୁନୋ ସିଷ୍ଟମ୍‌କୁ ମଜବୁତ୍‌ କରିଥାଏ।

ଡାଇବେଟିସ୍ ରୋଗୀମାନେ ଏହାକୁ କିପରି ଖାଇବେ? 

୧. ସବୁଦିନ ସକାଳେ ଖାଲି ପେଟରେ ୧୦ଟି ତାଜା ଭୁର୍ସୁଙ୍ଗ ପତ୍ର ଚୋବାଇ ଖାଇପାରିବେ।
୨. ଚାହିଁଲେ ସକାଳେ ଏହାର ଜୁସ୍‌ କରି ମଧ୍ୟ ପିଇପାରିବେ।
୩. ଏହା ବ୍ୟତୀତ ବିଭିନ୍ନ ପ୍ରକାର ଖାଦ୍ୟରେ ଏହାକୁ ବ୍ୟବହାର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story