ଅସହ୍ୟ ଗରମରୁ ରକ୍ଷା ପାଇବା ଘରେ ଏସି, କୁଲର, ଫ୍ୟାନ୍ ଲଗାଇଥାଉ। ବିଦ୍ୟୁତ୍ ବିଲ୍ ଦେବାକୁ ଯାଇ ବହୁତ ଖର୍ଚ୍ଚାନ୍ତ ହେଉଥାଉ। କିନ୍ତୁ ଜାଣିଛନ୍ତି କି, ବିନା ଖର୍ଚ୍ଚରେ ଆପଣ ଘରେ ଏସି ଭଳି ଥଣ୍ଡା ପବନ ପାଇପାରିବେ। ଆସନ୍ତୁ ଜାଣିବା କିପରି?
୧- ଘରର ଝରକା ବାହାରେ ଛାଇ ଦେବା ଭଳି ଗଛ ଲଗାନ୍ତୁ। ଏହାଦ୍ୱାରା ବିନା ଖର୍ଚ୍ଚରେ ଥଣ୍ଡା ପବନ ପାଇପାରିବେ।
୨- ସକାଳ ଓ ସନ୍ଧ୍ୟାରେ ଘରର ଦ୍ୱାରକୁ ଖୋଲି ରଖନ୍ତୁ। ଆପଣ ଥଣ୍ଡା ଥଣ୍ଡା ପବନର ମଜା ନେଇପାରିବେ।
୩- ପ୍ରତିଦିନ ଶୋଉଥିବା ବେଡସିଡ୍କୁ ସଫାସୁତରା ରଖନ୍ତୁ। ଶୋଇଲା ବେଳେ ଆପଣ କୁଲ କୁଲ୍ ଅନୁଭୂତି ମିଳିବ। ଗରମ ଦିନରେ ସବୁବେଳେ ସୁତା ବେଡ୍ସିଡ୍ ବ୍ୟବହାର କରନ୍ତୁ।
୪- ଛାତ ଉପରେ ସକାଳ ସନ୍ଧ୍ୟାରେ ପାଣି ଢ଼ାଳନ୍ତୁ ଆପଣଙ୍କ ରୁମ୍ ଥଣ୍ଡା ଲାଗିବ।
୫- ବାହର ଥଣ୍ଡା ବାତାବରଣ ଭିତରେ ନିଜ ଶରୀର ଥଣ୍ଡା ବାତାବରଣରେ ରହିବା ଆବଶ୍ୟକ। ସେଥିପାଇଁ ଖରାଦିନରେ ସରବତ୍, ତରଭୁଜ ଓ କାକୁଡ଼ି ଖାଇବା ଆବଶ୍ୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...