Advertisment

ବିନା ଏସିରେ କେମିତି ରହିବେ କୁଲକୁଲ୍: ପଢନ୍ତୁ ଆପଣଙ୍କ ଖର୍ଚ୍ଚ କମିଯିବ

ଅସହ୍ୟ ଗରମରୁ ରକ୍ଷା ପାଇବା ଘରେ ଏସି, କୁଲର, ଫ୍ୟାନ୍‌ ଲଗାଇଥାଉ। ବିଦ୍ୟୁତ୍ ବିଲ୍‌ ଦେବାକୁ ଯାଇ ବହୁତ ଖର୍ଚ୍ଚାନ୍ତ ହେଉଥାଉ। କିନ୍ତୁ ଜାଣିଛନ୍ତି କି, ବିନା ଖର୍ଚ୍ଚରେ ଆପଣ ଘରେ ଏସି ଭଳି ଥଣ୍ଡା ପବନ ପାଇପାରିବେ।  ଆସନ୍ତୁ ଜାଣିବା କିପରି? ୧- ଘରର ଝରକା ବାହାରେ ଛାଇ ଦେବା ଭଳି ଗଛ ଲଗାନ୍ତୁ। ଏହାଦ୍ୱାରା ବିନା ଖର୍ଚ୍ଚରେ ଥଣ୍ଡା ପବନ ପାଇପାରିବେ। ୨- ସକାଳ ଓ ସନ୍ଧ୍ୟାରେ ଘରର ଦ୍ୱାରକୁ ଖୋଲି ରଖନ୍ତୁ। ଆପଣ […]

ଅଦ୍ୟତନ ହୋଇଛି
ବିନା ଏସିରେ କେମିତି ରହିବେ କୁଲକୁଲ୍: ପଢନ୍ତୁ ଆପଣଙ୍କ ଖର୍ଚ୍ଚ କମିଯିବ

TreeHouse3

Advertisment

ଅସହ୍ୟ ଗରମରୁ ରକ୍ଷା ପାଇବା ଘରେ ଏସି, କୁଲର, ଫ୍ୟାନ୍‌ ଲଗାଇଥାଉ। ବିଦ୍ୟୁତ୍ ବିଲ୍‌ ଦେବାକୁ ଯାଇ ବହୁତ ଖର୍ଚ୍ଚାନ୍ତ ହେଉଥାଉ। କିନ୍ତୁ ଜାଣିଛନ୍ତି କି, ବିନା ଖର୍ଚ୍ଚରେ ଆପଣ ଘରେ ଏସି ଭଳି ଥଣ୍ଡା ପବନ ପାଇପାରିବେ।  ଆସନ୍ତୁ ଜାଣିବା କିପରି?

Advertisment

୧- ଘରର ଝରକା ବାହାରେ ଛାଇ ଦେବା ଭଳି ଗଛ ଲଗାନ୍ତୁ। ଏହାଦ୍ୱାରା ବିନା ଖର୍ଚ୍ଚରେ ଥଣ୍ଡା ପବନ ପାଇପାରିବେ।

୨- ସକାଳ ଓ ସନ୍ଧ୍ୟାରେ ଘରର ଦ୍ୱାରକୁ ଖୋଲି ରଖନ୍ତୁ। ଆପଣ ଥଣ୍ଡା ଥଣ୍ଡା ପବନର ମଜା ନେଇପାରିବେ।

Advertisment

୩-  ପ୍ରତିଦିନ ଶୋଉଥିବା ବେଡସିଡ୍‌କୁ ସଫାସୁତରା ରଖନ୍ତୁ। ଶୋଇଲା ବେଳେ ଆପଣ କୁଲ କୁଲ୍‌ ଅନୁଭୂତି ମିଳିବ। ଗରମ ଦିନରେ ସବୁବେଳେ ସୁତା ବେଡ୍‌ସିଡ୍ ବ୍ୟବହାର କରନ୍ତୁ।

୪- ଛାତ ଉପରେ ସକାଳ ସନ୍ଧ୍ୟାରେ ପାଣି ଢ଼ାଳନ୍ତୁ ଆପଣଙ୍କ ରୁମ୍‌ ଥଣ୍ଡା ଲାଗିବ।

୫- ବାହର ଥଣ୍ଡା ବାତାବରଣ ଭିତରେ ନିଜ ଶରୀର ଥଣ୍ଡା ବାତାବରଣରେ ରହିବା ଆବଶ୍ୟକ। ସେଥିପାଇଁ ଖରାଦିନରେ ସରବତ୍‌, ତରଭୁଜ ଓ କାକୁଡ଼ି ଖାଇବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe