Advertisment

ଦୀପିକାଙ୍କ ପରି ଫିଗର ଚାହୁଁଛନ୍ତି କି? ଆପଣାନ୍ତୁ ଏସବୁ ଉପାୟ

ମୁମ୍ବାଇ: ବଲିଉଡ୍‌ ହେଉ ବା ହଲିଉଡ୍‌ ସବୁଆଡ଼େ ଦେଖିବାକୁ ମିଳେ ଦୀପିକା ପାଦୁକନ୍‌ଙ୍କ କ୍ରେଜ୍‌। ସେ ଦେଖିବାକୁ ଯେପରି ଖୁବ ସୁନ୍ଦର ଓ ସେହିଭଳି ସ୍ଲିମ୍ ଓ ଟ୍ରିମ୍।  ଦୀପିକାଙ୍କ ପରି ସୁନ୍ଦର ଫିଗର ପାଇବା ପାଇଁ ଝିଅମାନେ ଘଣ୍ଟା ଘଣ୍ଟା ଜିମ୍‌ ଯାଇ ସମୟ ନଷ୍ଟ କରନ୍ତି । କିନ୍ତୁ ଏହା ନ କରି ପ୍ରତିଦିନ ଖାଦ୍ୟରେ ପରିବର୍ତ୍ତନ କଲେ ଆପଣ ଦୀପିକାଙ୍କ ପରି ହଟ୍‌ ଓ ସ୍ଲିମ୍ ଫିଗର ବନାଇପାରିବେ। ବ୍ରେକଫାଷ୍ଟ ମେନ୍ୟୁ ଆପଣ […]

ଅଦ୍ୟତନ ହୋଇଛି
ଦୀପିକାଙ୍କ ପରି ଫିଗର ଚାହୁଁଛନ୍ତି କି? ଆପଣାନ୍ତୁ ଏସବୁ ଉପାୟ

deepika-padukone,

Advertisment

ମୁମ୍ବାଇ: ବଲିଉଡ୍‌ ହେଉ ବା ହଲିଉଡ୍‌ ସବୁଆଡ଼େ ଦେଖିବାକୁ ମିଳେ ଦୀପିକା ପାଦୁକନ୍‌ଙ୍କ କ୍ରେଜ୍‌। ସେ ଦେଖିବାକୁ ଯେପରି ଖୁବ ସୁନ୍ଦର ଓ ସେହିଭଳି ସ୍ଲିମ୍ ଓ ଟ୍ରିମ୍।  ଦୀପିକାଙ୍କ ପରି ସୁନ୍ଦର ଫିଗର ପାଇବା ପାଇଁ ଝିଅମାନେ ଘଣ୍ଟା ଘଣ୍ଟା ଜିମ୍‌ ଯାଇ ସମୟ ନଷ୍ଟ କରନ୍ତି । କିନ୍ତୁ ଏହା ନ କରି ପ୍ରତିଦିନ ଖାଦ୍ୟରେ ପରିବର୍ତ୍ତନ କଲେ ଆପଣ ଦୀପିକାଙ୍କ ପରି ହଟ୍‌ ଓ ସ୍ଲିମ୍ ଫିଗର ବନାଇପାରିବେ।

Advertisment

ବ୍ରେକଫାଷ୍ଟ ମେନ୍ୟୁ

ଆପଣ ସକାଳ ବ୍ରେକଫାଷ୍ଟରେ ଦୁଇଟି ଅଣ୍ଡା ଓ ବିନା କ୍ରିମ୍‌ ବାଲା କ୍ଷୀର ପିଅନ୍ତୁ। ଯଦି ଏହା ପସନ୍ଦ ନୁହେଁ, ତା’ହେଲେ ଇଡ୍‌ଲୀ ଓ ଦୋସା ଖାଆନ୍ତୁ।

ମଧ୍ୟାହ୍ନ ଭୋଜନ

ସାଧାରଣ ଝିଅଙ୍କ ପରି ଦୀପିକା ମଧ୍ୟ ମଧ୍ୟାହ୍ନ ଭୋଜନ ଖାଆନ୍ତି। ମଧ୍ୟାହ୍ନରେ ଭୋଜନରେ ସେ ୨ଟି ଚପାତି, ମାଛ ଓ ବିଭିନ୍ନ ପନିପରିବାରେ ପସ୍ତୁତ ତରକାରି ଖାଆନ୍ତି। ଆପଣ ବି ଏଭଳି ଭୋଜନ ଖାଆନ୍ତୁ।  ଯଦି ଆପଣଙ୍କ ଓଜନ ଅଧିକ ଥାଏ ତା’ହେଲେ ମଧ୍ୟାହ୍ନ ଭୋଜନରେ ଭେଜିଟେବୁଲ ସୁପ ପିଅନ୍ତୁ। ଓଜନ ହ୍ରାସ ହେବ।

Advertisment

ସନ୍ଧ୍ୟା ସ୍ନାକ୍ସ

ଦୀପିକା ସନ୍ଧ୍ୟାରେ ବାଦାମ ଜାତୀୟ ଖାଦ୍ୟ ଖାଇବା ସହିତ ଫିଲଟର କଫି ପିଇବାକୁ ପସନ୍ଦ କରନ୍ତି। ଆପଣ ବି ଏହାକୁ ଅନୁକରଣ କରିପାରିବେ।

ରାତ୍ର ଭୋଜନ

ଦୀପିକା ରାତ୍ର ଅଳ୍ପ ଖାଇଥାନ୍ତି। ଦୀପିକା ଦୁଇଟି ଚପାତି, ସାଲାଡ୍‌ ଓ  ବିଭିନ୍ନ ପନିପରିବା ପଡ଼ି ପ୍ରସ୍ତୁତ ତରକାରି ଖାଇବାକୁ ଭଲପାଆନ୍ତି।

ସୌଜନ୍ୟ- ୟଙ୍ଗିସ୍ତାନ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe