Advertisment

କପଡ଼ା ବାନ୍ଧି ବାହାରକୁ ଯାଉଛନ୍ତି କି: ଅଜାଣତରେ ଭୋଗିବାକୁ ପଡିପାରେ କଷ୍ଟ

ଖରା ଓ ଗରମରେ ଘରୁ ବାହାରିଲେ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ରୋଗ ହୋଇଥାଏ । ଚର୍ମ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇଁ ସନସ୍କ୍ରିଂନ୍‌ ଲୋସନ୍‌ ବ୍ୟବହାର କରିଥାଉ। କିନ୍ତୁ ଆଜିକାଲି ଝିଅମାନେ ଖରାରୁ ରକ୍ଷା ପାଇବା ନୂଆ ପଦ୍ଧତି ଆପଣେଇଛନ୍ତି। ଝିଅମାନେ ନିଜର ତ୍ୱଚାକୁ ଖରା ଠାରୁ ରକ୍ଷା କରିବାକୁ ସନସ୍କ୍ରିଂନ୍‌ ଅପେକ୍ଷା ଦୁପଟା ଉପରେ ଅଧିକ ଭରସା କରୁଛନ୍ତି। ଘରୁ ବାହାରକୁ ଗଲାବେଳେ ଝିଅମାନେ ମୁହଁ ଦୁପଟା ବାନ୍ଧି ଘରୁ ବାହାରୁଛନ୍ତି। କିନ୍ତୁ ସେମାନେ […]

କପଡ଼ା ବାନ୍ଧି ବାହାରକୁ ଯାଉଛନ୍ତି କି: ଅଜାଣତରେ ଭୋଗିବାକୁ ପଡିପାରେ କଷ୍ଟ

GIRLS DUPATTA 2

Advertisment

ଖରା ଓ ଗରମରେ ଘରୁ ବାହାରିଲେ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ରୋଗ ହୋଇଥାଏ । ଚର୍ମ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇଁ ସନସ୍କ୍ରିଂନ୍‌ ଲୋସନ୍‌ ବ୍ୟବହାର କରିଥାଉ। କିନ୍ତୁ ଆଜିକାଲି ଝିଅମାନେ ଖରାରୁ ରକ୍ଷା ପାଇବା ନୂଆ ପଦ୍ଧତି ଆପଣେଇଛନ୍ତି। ଝିଅମାନେ ନିଜର ତ୍ୱଚାକୁ ଖରା ଠାରୁ ରକ୍ଷା କରିବାକୁ ସନସ୍କ୍ରିଂନ୍‌ ଅପେକ୍ଷା ଦୁପଟା ଉପରେ ଅଧିକ ଭରସା କରୁଛନ୍ତି। ଘରୁ ବାହାରକୁ ଗଲାବେଳେ ଝିଅମାନେ ମୁହଁ ଦୁପଟା ବାନ୍ଧି ଘରୁ ବାହାରୁଛନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଦୁପଟା ମୁହଁରେ ବାନ୍ଧି ଦ୍ୱାରା ଶରୀର କଣ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ....

Advertisment

ଶିଶୁ ବିଶେଷଜ୍ଞ କହିଛନ୍ତି ଯେ ଦୁପଟା ଘୋଡ଼ାଇବା ଦ୍ୱାରା ତ୍ୱଚାକୁ କିଛି ମାତ୍ରାରେ ରକ୍ଷାକରି ହୁଏ କିନ୍ତୁ ଏହାଫଳରେ କପଡ଼ାରେ ଥିବା ଜୀବାଣୁ ମୁହଁରେ ଲାଗିଯାଆନ୍ତି। ଫଳରେ ଜୀବାଣୁ ମୁହଁର ଚାରିଆଡ଼କୁ ବ୍ୟାପି ଯିବା ସହ ମୁହଁରେ କଳା ଦାଗ ହେବାର ଆଶଙ୍କା ରହିଥାଏ। ବାରମ୍ବାର କପଡ଼ା ମୁହଁରେ ଲାଗିବା ଫଳରେ ଏସବୁ ରୋଗ ହୋଇଥାଏ। ମୁହଁରେ ଦୁପଟା ଘୋଡ଼ାଇବା ଫଳରେ ଝାଳ ବାହାରିଥାଏ। ପବନ ଯାଆସ କରି ପାରେ ନାହିଁ । ଫଳରେ ଝାଳ ନ ଶୁଖିବାରୁ ଜୀବାଣୁ ଜନ୍ମ ନେଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe