Advertisment

ସାଥୀ ଆପଣଙ୍କ ଠାରୁ କ’ଣ ଚାହିଁଥାନ୍ତି: ସୁମଧୁର ସମ୍ପର୍କ ପାଇଁ ୧୦ଟି ଟିପ୍ସ୍‌

ସାଥୀଙ୍କ ସହ ସମ୍ପର୍କକୁ ମଧୁର କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ବିକଳ୍ପ ବାଛିଥାନ୍ତି। ଆପଣ ଚାହିଁଲେ ବି ସାଥୀଙ୍କର ଅତି ଆପଣାର ହୋଇପାରିବେ। ୧- ସମ୍ପର୍କର ଆରମ୍ଭରୁ ସାଥୀଙ୍କୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ବି ସେତିକି ଗୁରୁତ୍ୱ ଦିଅନ୍ତୁ। କାରଣ ସାଥୀଙ୍କୁ ଗୁରୁତ୍ୱ ଦେଲେ ଆପଣଙ୍କ ସମ୍ପର୍କ ଦୃଢ ହୋଇଥାଏ । ୨-ସାଥୀଙ୍କୁ ସର୍ବଦା ସନ୍ଦେହ କରନ୍ତୁ ନାହିଁ। ୩-ସାଥୀଙ୍କ ଇଛାକୁ ସମର୍ଥନ କରିବା ସହ ଛୋଟଛୋଟ କଥାରେ ଯୁକ୍ତି କରନ୍ତୁ ନାହିଁ। ୫-ସମ୍ପର୍କ […]

ଅଦ୍ୟତନ ହୋଇଛି
ସାଥୀ ଆପଣଙ୍କ ଠାରୁ କ’ଣ ଚାହିଁଥାନ୍ତି: ସୁମଧୁର ସମ୍ପର୍କ ପାଇଁ ୧୦ଟି ଟିପ୍ସ୍‌

bring-back-alost-lover-sp

Advertisment

ସାଥୀଙ୍କ ସହ ସମ୍ପର୍କକୁ ମଧୁର କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ବିକଳ୍ପ ବାଛିଥାନ୍ତି। ଆପଣ ଚାହିଁଲେ ବି ସାଥୀଙ୍କର ଅତି ଆପଣାର ହୋଇପାରିବେ।

Advertisment

୧- ସମ୍ପର୍କର ଆରମ୍ଭରୁ ସାଥୀଙ୍କୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ବି ସେତିକି ଗୁରୁତ୍ୱ ଦିଅନ୍ତୁ। କାରଣ ସାଥୀଙ୍କୁ ଗୁରୁତ୍ୱ ଦେଲେ ଆପଣଙ୍କ ସମ୍ପର୍କ ଦୃଢ ହୋଇଥାଏ ।

୨-ସାଥୀଙ୍କୁ ସର୍ବଦା ସନ୍ଦେହ କରନ୍ତୁ ନାହିଁ।

୩-ସାଥୀଙ୍କ ଇଛାକୁ ସମର୍ଥନ କରିବା ସହ ଛୋଟଛୋଟ କଥାରେ ଯୁକ୍ତି କରନ୍ତୁ ନାହିଁ।

୫-ସମ୍ପର୍କ ମଜଭୁତ କରିବା ପାଇଁ ସାଥୀଙ୍କୁ ସମୟ ସମୟରେ ଉପହାର ଆଣି ଦିଅନ୍ତୁ।

୬-ବିଶେଷ କରି ସାଥୀଙ୍କ ଜନ୍ମଦିନ କିମ୍ବା ସ୍ୱତନ୍ତ୍ର ଦିନ ମାନକରେ ସାଥୀଙ୍କୁ ପ୍ରଥମେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଉପହାର ମଧ୍ୟ ଦେବାକୁ ଭୁଲନ୍ତୁ ନାହିଁ।

Advertisment

୭-ସାଥୀଙ୍କ ଭରସାକୁ କେବେ ଭାଙ୍ଗନ୍ତୁ ନାହିଁ।

୮-ସାଥୀଙ୍କୁ ସମୟ ଦେବାରେ କେବେ ଅବହେଳା କରନ୍ତୁ ନାହିଁ ।

୯-ସାଥୀଙ୍କୁ ଅନ୍ୟମାନଙ୍କ ସମ୍ମୁଖରେ କେବେ ଗାଳି କରନ୍ତୁ ନାହିଁ।

୧୦-ସବୁଠୁ ବଡ କଥା ହେଲା ସାଥୀଙ୍କୁ ପ୍ରଶଂସା କରିବାକୁ କେବେ ଭୁଲନ୍ତୁ ନାହିଁ। ସମୟ ମିଳିଲେ ସାଥୀଙ୍କୁ ପ୍ରଶଂସା କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe