Advertisment

ପ୍ରପୋଜ୍ କରିଛନ୍ତି? କେମିତି ଜାଣିବେ ଝିଅଟି ରାଜି କି ନୁହେଁ : 4ଟି ଟିପ୍ସ

ଅନେକ ସମୟରେ ଆପଣ ଭଲ ପାଇଥିବା ଝିଅ ଆପଣଙ୍କୁ ପସନ୍ଦ କରୁଛି କି ନାହିଁ ତାକୁ ନେଇ ଚିନ୍ତାରେ ରୁହନ୍ତି। ନିଜର ଭାବ ପ୍ରକାଶ କଲା ପରେ ଯଦି ଉତ୍ତର କିଛି ନ ଆସେ ତେବେ ତାକୁ ନେଇ ଆପଣ ଅନେକ ସମୟରେ ଦ୍ୱନ୍ଦ୍ୱରେ ରହିଥାନ୍ତି। ତେବେ ଆପଣ ପସନ୍ଦ କରୁଥିବା ଝିଅ ଆପଣଙ୍କୁ ପସନ୍ଦ କରୁଛି କି ନାହିଁ ତାର କିଛି ଲକ୍ଷଣରୁ ଜାଣିପାରିବେ। ତେବେ ଜାଣିରଖନ୍ତୁ ଏହି କିଛି ଲକ୍ଷଣ। 1-ଝିଅଟି କଣ ଭାବୁଛି […]

ପ୍ରପୋଜ୍ କରିଛନ୍ତି? କେମିତି ଜାଣିବେ ଝିଅଟି ରାଜି କି ନୁହେଁ : 4ଟି ଟିପ୍ସ

200441388-001

Advertisment

ଅନେକ ସମୟରେ ଆପଣ ଭଲ ପାଇଥିବା ଝିଅ ଆପଣଙ୍କୁ ପସନ୍ଦ କରୁଛି କି ନାହିଁ ତାକୁ ନେଇ ଚିନ୍ତାରେ ରୁହନ୍ତି। ନିଜର ଭାବ ପ୍ରକାଶ କଲା ପରେ ଯଦି ଉତ୍ତର କିଛି ନ ଆସେ ତେବେ ତାକୁ ନେଇ ଆପଣ ଅନେକ ସମୟରେ ଦ୍ୱନ୍ଦ୍ୱରେ ରହିଥାନ୍ତି। ତେବେ ଆପଣ ପସନ୍ଦ କରୁଥିବା ଝିଅ ଆପଣଙ୍କୁ ପସନ୍ଦ କରୁଛି କି ନାହିଁ ତାର କିଛି ଲକ୍ଷଣରୁ ଜାଣିପାରିବେ। ତେବେ ଜାଣିରଖନ୍ତୁ ଏହି କିଛି ଲକ୍ଷଣ।

Advertisment

1-ଝିଅଟି କଣ ଭାବୁଛି ତାହା ଜାଣିବା ପାଇଁ ସବୁଠୁ ଉତ୍ତମ ମାଧ୍ୟମ ହେଉଛି ତାର ବାନ୍ଧବୀ। ଝିଅମାନେ ତାଙ୍କ ମନ କଥା ତାଙ୍କ ବାନ୍ଧବୀ ମାନଙ୍କ ସହ ସେୟାର କରିଥାନ୍ତି। ଯଦି ଝିଅ ମନ କଥା ଜାଣିବାକୁ ଚାହୁଁଛନ୍ତି ତେବେ ତା’ର ବାନ୍ଧବୀମାନଙ୍କ ସହ ବନ୍ଧୁତା କରନ୍ତୁ। ତା’ର ସାଙ୍ଗମାନେ ଯହି ଆପଣଙ୍କ ନାଁ କହି ଚିଡାଇବା ବେଳେ ସେ ଆପତ୍ତି କରୁନି ତେବେ ଜାଣିବେ ଯେ ସେ ମଧ୍ୟ ଆପଣଙ୍କୁ ପସନ୍ଦ କରୁଛି।

2-ଯଦି ଝିଅଟି ମଧ୍ୟ ଆପଣଙ୍କୁ ପସନ୍ଦ କରୁଥିବ ତେବେ ସେ ବାହାନା କରି ଆପଣଙ୍କ ପାଖରେ ବସିବାକୁ ଚେଷ୍ଟା କରିବ।

Advertisment

3-ଯଦି ଝିଅଟି ବାର୍ତ୍ତାଳାପ ସମୟରେ ଆପଣଙ୍କ ପରିବାର ବିଷୟରେ ଆଲୋଚନା କରୁଛି। ତେବେ ସେ ଆପଣଙ୍କୁ ପସନ୍ଦ କରୁଛି ଓ ଆପଣଙ୍କ ସହ ଭବିଷ୍ୟତରେ ରହିବାକୁ ଚାହୁଁଚି ବୋଲି ଜାଣିବେ।

4-ଯଦି ଦେଖାହେଲେ ଝିଅଟି ଆପଣଙ୍କୁ ଆଲିଙ୍ଗନ କରିବାର ଦ୍ୱିଧା ରଖୁଚି। ତେବେ ତାହା ବାନ୍ଧବୀ ହିସାବରେ ବି ହୋଇପାରେ। କିନ୍ତୁ ଯଦି ସେ ଆପଣଙ୍କୁ ଭଲ ପାଉଥିବ ତେବେ ତା’ର ଆଲିଙ୍ଗନ ଶୈଳୀ ଅଲଗା। ଯାହାକୁ ଆପଣଙ୍କୁ ଠଉରେଇବାକୁ ପଡିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe