କେଉଁ ଦୁଇଟି ରାଶିର ଝିଅ ସେଲଫି ନେବାରେ ଦିୱାନୀ

ସେଲଫି କ୍ରେଜ୍ ଏବେ ଦିନକୁ ଦିନ ବ‍ଢ଼ିବାରେ ଲାଗିଛି। ଝିଅ ହେଉ ବା ପୁଅ ସମସ୍ତେ ସେଲ୍ଫି ନେବାରେ ବ୍ୟସ୍ତ। ବିଶେଷ କରି ଝିଅମାନେ ଅଧିକ ସେଲ୍ଫି ନେବାକୁ  ଭଲ ପାଅନ୍ତି। କିନ୍ତୁ ସବୁଝିଅ ଭଲ ପାଇ ନ ଥାନ୍ତି। ଜାଣିଛନ୍ତି କି, ଦୁଇଟି ରାଶିର ଝିଅ ସେଲଫି ନେବାରେ ମାହିର ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ଦୁଇଟି ରାଶିର ଝିଅ ସେଲଫି ନେବାକୁ ଭଲ ପାଇଥାନ୍ତି। ମିଥୁନ ଏହି ରାଶିର ଝିଅମାନେ ସେଲଫି ନେବାକୁ ଅଧିକ […]

selfie girl

selfie girl

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 06:00 PM IST

Sports

Latest News

ସେଲଫି କ୍ରେଜ୍ ଏବେ ଦିନକୁ ଦିନ ବ‍ଢ଼ିବାରେ ଲାଗିଛି। ଝିଅ ହେଉ ବା ପୁଅ ସମସ୍ତେ ସେଲ୍ଫି ନେବାରେ ବ୍ୟସ୍ତ। ବିଶେଷ କରି ଝିଅମାନେ ଅଧିକ ସେଲ୍ଫି ନେବାକୁ  ଭଲ ପାଅନ୍ତି। କିନ୍ତୁ ସବୁଝିଅ ଭଲ ପାଇ ନ ଥାନ୍ତି। ଜାଣିଛନ୍ତି କି, ଦୁଇଟି ରାଶିର ଝିଅ ସେଲଫି ନେବାରେ ମାହିର ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ଦୁଇଟି ରାଶିର ଝିଅ ସେଲଫି ନେବାକୁ ଭଲ ପାଇଥାନ୍ତି।

ମିଥୁନ

ଏହି ରାଶିର ଝିଅମାନେ ସେଲଫି ନେବାକୁ ଅଧିକ ଭଲ ପାଆନ୍ତି। ବାରମ୍ବାର ଫେସବୁକ୍‌ ଓ ହ୍ୱାଟ୍ସଆପ୍‌ ଡିପି ପରିବର୍ତ୍ତନ କରନ୍ତି। ଏହାସହ ଏମାନେ ବୁଲାବୁଲି କରିବା ସହ ଅଧିକ ଲୋକଙ୍କ ସଂପର୍କରେ ରହିବାକୁ ଭଲ ପାଆନ୍ତି। ଯେଉଁଠିକି ବୁଲିବାକୁ ଯାଆନ୍ତି ନିଜର  ସେଲଫି ନେଇଥାନ୍ତି।`

 କନ୍ୟା

ଏହି ରାଶିର ଝିଅମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି। ସେଲଫି ନେବା ପାଇଁ ସବୁବେଳେ ବାହାନା ଖୋଜୁଥାନ୍ତି।  ସବୁବେଳେ ସେଲଫି ନେବାରେ ବ୍ୟସ୍ତ ରୁହନ୍ତି।

ସୌଜନ୍ୟ-ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story