ସେଲଫି କ୍ରେଜ୍ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଝିଅ ହେଉ ବା ପୁଅ ସମସ୍ତେ ସେଲ୍ଫି ନେବାରେ ବ୍ୟସ୍ତ। ବିଶେଷ କରି ଝିଅମାନେ ଅଧିକ ସେଲ୍ଫି ନେବାକୁ ଭଲ ପାଅନ୍ତି। କିନ୍ତୁ ସବୁଝିଅ ଭଲ ପାଇ ନ ଥାନ୍ତି। ଜାଣିଛନ୍ତି କି, ଦୁଇଟି ରାଶିର ଝିଅ ସେଲଫି ନେବାରେ ମାହିର ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ଦୁଇଟି ରାଶିର ଝିଅ ସେଲଫି ନେବାକୁ ଭଲ ପାଇଥାନ୍ତି।
ମିଥୁନ
ଏହି ରାଶିର ଝିଅମାନେ ସେଲଫି ନେବାକୁ ଅଧିକ ଭଲ ପାଆନ୍ତି। ବାରମ୍ବାର ଫେସବୁକ୍ ଓ ହ୍ୱାଟ୍ସଆପ୍ ଡିପି ପରିବର୍ତ୍ତନ କରନ୍ତି। ଏହାସହ ଏମାନେ ବୁଲାବୁଲି କରିବା ସହ ଅଧିକ ଲୋକଙ୍କ ସଂପର୍କରେ ରହିବାକୁ ଭଲ ପାଆନ୍ତି। ଯେଉଁଠିକି ବୁଲିବାକୁ ଯାଆନ୍ତି ନିଜର ସେଲଫି ନେଇଥାନ୍ତି।`
କନ୍ୟା
ଏହି ରାଶିର ଝିଅମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି। ସେଲଫି ନେବା ପାଇଁ ସବୁବେଳେ ବାହାନା ଖୋଜୁଥାନ୍ତି। ସବୁବେଳେ ସେଲଫି ନେବାରେ ବ୍ୟସ୍ତ ରୁହନ୍ତି।
ସୌଜନ୍ୟ-ୟଙ୍ଗିସ୍ତାନ