Advertisment

କେମିତି ଜାଣିବେ ଆପଣଙ୍କ ସାଥୀ ଭର୍ଜିନିଟି ହରେଇଛନ୍ତି ନା ନାହିଁ

ଭାରତୀୟମାନେ ଭର୍ଜିନିଟିକୁ ବହୁ ଗୁରୁତ୍ୱ ଦେଇଥାନ୍ତି । ଆମ  ଯୁବକଯୁବତୀମାନେ ଚାହାନ୍ତି ସେମାନେ ଯାହାକୁ ବିବାହ କରିବେ ସେମାନେ ଭର୍ଜିନିଟି ହରାଇ ନ ଥିବେ । ତେବେ ଆପଣ କିପରି ଜାଣିବେ ଆପଣଙ୍କ ସାଥୀ ଭର୍ଜିନିଟି ହରାଇଛନ୍ତି କି ନାହିଁ ? ସାଧାରଣତଃ ପ୍ରଥମ ଥର ନିଜ ସାଥୀଙ୍କ ସହ ସେକ୍ସ କରିବା ବେଳେ ଯଦି ବ୍ଲିଡିଂ ହୁଏ, ତା’ହେଲେ କୁହାଯାଏ ଯେ ସେ ଭର୍ଜିନିଟି ହରାଇ ସାରିଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହାର କୌଣସି […]

ଅଦ୍ୟତନ ହୋଇଛି
କେମିତି ଜାଣିବେ ଆପଣଙ୍କ ସାଥୀ ଭର୍ଜିନିଟି ହରେଇଛନ୍ତି ନା ନାହିଁ

virginity

Advertisment

ଭାରତୀୟମାନେ ଭର୍ଜିନିଟିକୁ ବହୁ ଗୁରୁତ୍ୱ ଦେଇଥାନ୍ତି । ଆମ  ଯୁବକଯୁବତୀମାନେ ଚାହାନ୍ତି ସେମାନେ ଯାହାକୁ ବିବାହ କରିବେ ସେମାନେ ଭର୍ଜିନିଟି ହରାଇ ନ ଥିବେ । ତେବେ ଆପଣ କିପରି ଜାଣିବେ ଆପଣଙ୍କ ସାଥୀ ଭର୍ଜିନିଟି ହରାଇଛନ୍ତି କି ନାହିଁ ?

Advertisment

ସାଧାରଣତଃ ପ୍ରଥମ ଥର ନିଜ ସାଥୀଙ୍କ ସହ ସେକ୍ସ କରିବା ବେଳେ ଯଦି ବ୍ଲିଡିଂ ହୁଏ, ତା’ହେଲେ କୁହାଯାଏ ଯେ ସେ ଭର୍ଜିନିଟି ହରାଇ ସାରିଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହାର କୌଣସି ସତ୍ୟତା ନାହିଁ । ସେମାନଙ୍କ କହିବା କଥା ପ୍ରଥମ ଥର ସେକ୍ସ ସମୟରେ ଅଧିକ କଷ୍ଟ ହେବା ବି ଜରୁରୀ ନୁହେଁ।

ଆପଣଙ୍କ ସ୍ତ୍ରୀ କିମ୍ବା ଗାର୍ଲଫ୍ରେଣ୍ଡ ଭର୍ଜିନିଟି ହରାଇଛନ୍ତି କି ନାହିଁ ଜାଣିବା ପାଇଁ ୩ଟି ରାସ୍ତା ଅଛି ।

Advertisment

ପ୍ରଥମଟି ହେଲା ସେ ସ୍ୱଇଚ୍ଛାରେ ଏହାକୁ ସ୍ୱୀକାର କରିବେ। ଦ୍ୱିତୀୟ- ଯଦି ସେ ଗର୍ଭବତୀ ଥିବେ। ତୃତୀୟ- ମେଡିକାଲ୍ ସାଇନ୍ସର ସହାୟତା ନେଇ।

ଏହାବାଦ୍ ଆପଣ ଅନ୍ୟ କୌଣସି ପ୍ରକାରେ କହିପାରିବେ ନାହିଁ ଯେ ଆପଣଙ୍କ ସାଥୀ ଭର୍ଜିନିଟି ହରାଇଛନ୍ତି।

ସେହିପରି ଜଣେ ମହିଳା କିପରି ଜାଣିବେ ତାଙ୍କ ସ୍ୱାମୀ କିମ୍ବା ବୟଫ୍ରେଣ୍ଡ ଭର୍ଜିନିଟି ହରାଇଛନ୍ତି କି ନାହିଁ?

ଏଥିପାଇଁ ସେ ପ୍ରଥମେ ତାଙ୍କ ସ୍ୱାମୀ କିମ୍ବା ବୟଫ୍ରେଣ୍ଡଙ୍କୁ ସ୍ପର୍ଶ କରନ୍ତୁ।  ଯଦି ସେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି କିମ୍ବା ଲାଜେଇ ଯାଉଛନ୍ତି, ତା’ହେଲେ ସେ ଭର୍ଜିନ୍‌ ଅଛନ୍ତି ବୋଲି ଜାଣିବେ।

କିସ୍‌ କରିବା ସମୟରେ ଯଦି ସେ ଅସହଜ ଅନୁଭବ କରୁଛନ୍ତି, ତା’ହେଲେ ଜାଣିବେ ଯେ ସେ ଭର୍ଜିନ୍‌।

ତେବେ ଆପଣମାନଙ୍କୁ ଏଠାରେ ଆଉ ଗୋଟିଏ କଥା ବି କହି ରଖୁଛୁ। ଡାକ୍ତରମାନଙ୍କ କହିବା କଥା ଏହା ସର୍ବଦା ଶତପ୍ରତିଶତ ଠିକ୍‌ ନୁହେଁ । ସୁଖ ସଂସାର ପାଇଁ ଆପଣଙ୍କ ସାଥୀ ପୂର୍ବରୁ ଭର୍ଜିନିଟି ହରାଇଛନ୍ତି କି ନାହିଁ ଜାଣିବା ଅପେକ୍ଷା ଆପଣ ଦୁଇଜଣଙ୍କ ଭିତରେ ଉତ୍ତମ ବୁଝାମଣା ଓ ଭଲପାଇବା ଅଧିକ ଜରୁରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe