ପ୍ରେମ ନିବେଦନ କରିବାକୁ ଡର ଲାଗୁଛି, ଇସାରା ଇସାରାରେ କହି ଦିଅନ୍ତୁ ସବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଜଣଙ୍କୁ ହୃଦୟ ଦେଇ ବସିଛନ୍ତି। ହେଲେ ଆପଣଙ୍କ ମନର କଥା କହିପାରୁନାହାନ୍ତି। ଭାବୁଛନ୍ତି, ସିଧାସିଧା ଯାଇ ପ୍ରେମ ନିବେଦନ କରିଦେଲେ ସେ ଖରାପ ଭାବି ପାରନ୍ତି। ଆପଣଙ୍କ ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇପାରନ୍ତି। ହେଲେ, ସବୁ ବେଳେ ଦେଖା କରି ପ୍ରେମ ନିବେଦନ କରିବାର ଆବଶ୍ୟକତା ନଥାଏ। ଏମିତି ବହୁତ ଉପାୟ ଅଛି, ଯାହାକୁ ଆପଣାଇ ଆପଣ ପ୍ରେମିକା କି ପ୍ରେମିକଙ୍କ ଆଗକୁ ନଯାଇ ପ୍ରେମ ନିବେଦନ କରିପାରିବେ। ଆମ କଥା […]

love

love

Rakesh Mallick
  • Published: Tuesday, 04 September 2018
  • Updated: 04 September 2018, 06:25 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଜଣଙ୍କୁ ହୃଦୟ ଦେଇ ବସିଛନ୍ତି। ହେଲେ ଆପଣଙ୍କ ମନର କଥା କହିପାରୁନାହାନ୍ତି। ଭାବୁଛନ୍ତି, ସିଧାସିଧା ଯାଇ ପ୍ରେମ ନିବେଦନ କରିଦେଲେ ସେ ଖରାପ ଭାବି ପାରନ୍ତି। ଆପଣଙ୍କ ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇପାରନ୍ତି। ହେଲେ, ସବୁ ବେଳେ ଦେଖା କରି ପ୍ରେମ ନିବେଦନ କରିବାର ଆବଶ୍ୟକତା ନଥାଏ। ଏମିତି ବହୁତ ଉପାୟ ଅଛି, ଯାହାକୁ ଆପଣାଇ ଆପଣ ପ୍ରେମିକା କି ପ୍ରେମିକଙ୍କ ଆଗକୁ ନଯାଇ ପ୍ରେମ ନିବେଦନ କରିପାରିବେ।

ଆମ କଥା ଆପଣଙ୍କୁ ଅଡୁଆ ଲାଗୁଛି ଯଦି ଆଉ ବୁଲେଇ ବଙ୍କେଇ ନକହି ସିଧା ଟପିକ୍‌କୁ ଆସୁଛୁ। ଯଦି ପ୍ରେମ ନିବେଦନ କରିବାକୁ ଡର ଲାଗୁଛି ତେବେ ଇସାରା ଇସାରାରେ କହି ଦିଅନ୍ତୁ। ଆପଣଙ୍କ ପାର୍ଟନର୍‌ ସବୁ ବୁଝିଯିବେ।

ବିଶେଷ କରି ଏହି ଫର୍ମୁଲାଟା ଝିଅମାନଙ୍କ ପାଇଁ। କାରଣ ଝିଅମାନେ ସାଧାରଣତଃ ଟିକେ ଲାଜୁଆ ହୋଇଥାନ୍ତି। ଡର ଥାଏ କାଳେ ପ୍ରେମିକ ତାଙ୍କ ନିବେଦନକୁ ଗ୍ରହଣ କରିବେ ନାହିଁ। ସେଥିପାଇଁ ପ୍ରେମ ନିବେଦନ କରିବାକୁ ସଙ୍କୋଚ କରିଥାନ୍ତି। ଆଉ ଚାହିଁଲେ ବି କିଛି କହି ପାରନ୍ତି ନାହିଁ।

loveଏପରି କିଛି ଝିଅ ଅଛନ୍ତି, ଯେଉଁମାନେ ଜଣଙ୍କୁ ହୃଦୟ ଦେଇ ବସନ୍ତି ହେଲେ ପ୍ରେମ ନିବେଦନ କେମିତି କରିବେ ଜାଣିନଥାନ୍ତି।

ଆସନ୍ତୁ ଜାଣିବା ଯଦି ମନର ମଣିଷଙ୍କୁ ଆପଣଙ୍କ ମନର କଥା କହି ପାରୁନାହାନ୍ତି, କେଉଁ ଉପାୟ ଆପଣାଇବେ। ଏହି ଉପାୟ ଆପଣାଇ ଆପଣ ଇସାରା ଇସାରାରେ ନିଜ ମନର କଥା କହିପାରିବେ।

ପ୍ରେମ ଭରା ନଜରରେ ଦେଖନ୍ତୁ

ପାର୍ଟନରଙ୍କୁ ନିଜ ମନ କଥା କହିବାକୁ ନିଜ ବଡ଼ି ଲାଙ୍ଗୁଏଜ୍‌ର ବ୍ୟବହାର କରନ୍ତୁ। ତାଙ୍କୁ ପ୍ରେମ ଭରା ନଜରରେ ଦେଖି ନିଜ ପ୍ରେମ ଜାହିର୍‌ କରନ୍ତୁ।

love‘ଲଭ୍‌ ନାଁ’ରେ ଡାକନ୍ତୁ

ପାର୍ଟନରକୁ ପ୍ରେମ ନିବେଦନ କରିବାକୁ ଚାହୁଁଛନ୍ତି ଓ କରିପାରୁ ନାହାନ୍ତି, ତେବେ ଆପଣ ତାଙ୍କୁ ଏକ ‘ଲଭ୍‌ ନାଁ’ରେ ଡାକନ୍ତୁ। ଲଭ୍‌ ନାଁର ଅର୍ଥ ସେହି ନାଁ ଯାହା କେବଳ ଆପଣ ଆପଣଙ୍କ ପାର୍ଟନର ପାଇଁ ବ୍ୟବହାର କରିବେ। ଏହାଦ୍ୱାରା ଆପଣଙ୍କ ପାର୍ଟନର ବୁଝିଯିବ ଯେ ଆପଣ ତାଙ୍କୁ କିଛି କହିବାକୁ ଚାହୁଁଛନ୍ତି।

ସୁନ୍ଦର ହସ

ପାର୍ଟନରକୁ ଦେଖି ଏମିତି ସ୍ମାଇଲ୍‌ ଦିଅନ୍ତୁ ଯେ, ଆପଣଙ୍କ ହସ ଦେଖି ତାଙ୍କ ହୃଦସ୍ପନ୍ଦନ ବଢ଼ିଯିବ। ସେ ବଳେ ବଳେ ଆପଣଙ୍କ ପାଖକୁ ଆସିବେ ଓ ଜାଣିବାକୁ ଚାହିଁବେ ଆପଣ କାହିଁକି ଏତେ ଖୁସି। ସେ ସମୟରେ ଆପଣ ତାଙ୍କୁ ନିଜର ମନ କଥା କହି ପାରିବେ।

loveସ୍ୱତନ୍ତ୍ର ଅନୁଭବ କରାନ୍ତୁ

ଯଦି ଆପଣ ତାଙ୍କୁ କିଛି କହିବାକୁ ଚାହୁଁଛନ୍ତି କିନ୍ତୁ କହି ପାରୁ ନାହାନ୍ତି ତେବେ ସବୁଠୁ ଭଲ ଉପାୟ ହେଉଛି ଆପଣ ଏମିତି କିଛି କରନ୍ତୁ, ଯାହା ଅନ୍ୟମାନଙ୍କ ଠାରୁ ଅଲଗା ଲାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story