ନବରାତ୍ରୀରେ ମା’ଙ୍କ ପାଖରେ ଭୋଗ ଲଗାନ୍ତୁ ’ବାଲୁଶାହି’

ଆବଶ୍ୟକ ସାମଗ୍ରୀ: ମଇଦା, ଘିଅ, ଚିନି, ଦହି, ବେକିଂ ସୋଡ଼ା, ଖାଇବା ରଙ୍ଗ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ମଇଦାକୁ ଅଟା ଚଲାରେ ଚଲେଇ ଦିଅନ୍ତୁ। ଏବେ ଏକପାତ୍ରରେ ଚଲା ହୋଇଥିବା ମଇଦାରେ ଅଳ୍ପ ଦହି, ଘିଅ ଓ ବେକିଂ ସୋଡ଼ା ମିଶାଇ ଅଳ୍ପ ଉଷୁମ ପାଣି ଦେଇ ଦଳି ଦିଅନ୍ତୁ। ଏହାକୁ ୨୦ ମିନିଟ୍‌ ଯାଏଁ ଏକ ଓଦା କପଡ଼ାରେ ଗୁଡ଼େଇ ଦିଅନ୍ତୁ। ୨୦ ମିନିଟ୍‌ ପରେ ପୁଣି ଥରେ ହାଲ୍‌କା ଦଳି ଛୋଟ ଛୋଟ ଗୁଳା […]

balusahi1

balusahi1

Chinmayee Roy
  • Published: Wednesday, 25 September 2019
  • Updated: 25 September 2019, 03:54 PM IST

ଆବଶ୍ୟକ ସାମଗ୍ରୀ: ମଇଦା, ଘିଅ, ଚିନି, ଦହି, ବେକିଂ ସୋଡ଼ା, ଖାଇବା ରଙ୍ଗ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ମଇଦାକୁ ଅଟା ଚଲାରେ ଚଲେଇ ଦିଅନ୍ତୁ। ଏବେ ଏକପାତ୍ରରେ ଚଲା ହୋଇଥିବା ମଇଦାରେ ଅଳ୍ପ ଦହି, ଘିଅ ଓ ବେକିଂ ସୋଡ଼ା ମିଶାଇ ଅଳ୍ପ ଉଷୁମ ପାଣି ଦେଇ ଦଳି ଦିଅନ୍ତୁ। ଏହାକୁ ୨୦ ମିନିଟ୍‌ ଯାଏଁ ଏକ ଓଦା କପଡ଼ାରେ ଗୁଡ଼େଇ ଦିଅନ୍ତୁ। ୨୦ ମିନିଟ୍‌ ପରେ ପୁଣି ଥରେ ହାଲ୍‌କା ଦଳି ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏହି ଗୁଳାଗୁଡ଼ିକୁ ହାତରେ ସାମାନ୍ୟ ଚେପଟା କରି ଦିଅନ୍ତୁ ଓ ଉପରପଟୁ ଆଙ୍ଗୁଳିରେ କଣା କରିଦିଅନ୍ତୁ।

ଏବେ ଏକ କଡ଼େଇରେ ଘିଅ ଗରମ କରି ଧିମା ଆଞ୍ଚରେ ଏହି ମଇଦା ଗୁଳାଗୁଡ଼ିକୁ ହାଲକା ଲାଲ୍‌ ହେବାଯାଏଁ ଛାଣନ୍ତୁ। ଏହାପରେ ଚିନି ଓ ପାଣିକୁ ଫୁଟାଇ ସିରା ପ୍ରସ୍ତୁତ କରନ୍ତୁ। ଗରମ ଗରମ ସିରାରେ ଛଣାଯାଇଥିବା ମଇଦା ଗୁଳାଗୁଡ଼ିକୁ ପକାଇ ୧୫ ମିନିଟ୍‌ ଯାଏ ଛାଡ଼ିଦିଅନ୍ତୁ। ୧୫ ମିନିଟ୍‌ ପରେ ଏଗୁଡ଼ିକୁ କାଢ଼ି ଫ୍ୟାନ୍‌ ତଳେ ଖେଳାଇ ରଖି ଦିଅନ୍ତୁ। ଶୁଖିଗଲା ପରେ ପ୍ରସ୍ତୁତ ହୋଇଯିବ ‘ବାଲୁଶାହି’। ଏହାକୁ ନବରାତ୍ରୀରେ ମା’ଙ୍କ ପାଖରେ ଭୋଗ ଲଗାଇ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story