ଛତୁ ପତ୍ର ପୋଡ଼ା

ଆବଶ୍ୟକ ସାମଗ୍ରୀ: ଛତୁ, କଖାରୁ ପତ୍ର, ସାରୁ ପତ୍ର, ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ କାଟି ପାଣି ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ […]

patra-poda

patra-poda

Chinmayee Roy
  • Published: Saturday, 05 October 2019
  • Updated: 05 October 2019, 08:00 AM IST

ଆବଶ୍ୟକ ସାମଗ୍ରୀ: ଛତୁ, କଖାରୁ ପତ୍ର, ସାରୁ ପତ୍ର, ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ କାଟି ପାଣି ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ ପକାଇ ଗୋଳାଇ ଦିଅନ୍ତୁ। ଏବେ ସାରୁ ପତ୍ର ଉପରେ ୩ ରୁ ୪ଟି କଖାରୁ ପତ୍ର ଦେଇ ମସଲା ଗୋଳା ଛତୁକୁ ରଖି ଭଲ ଭାବେ ବାନ୍ଧି ଦିଅନ୍ତୁ। ଅଙ୍ଗାର ନିଆଁ ଥିବା ଚୁଲି ଭିତରେ ବନ୍ଧା ହୋଇଥିବା ଛତୁକୁ ରଖନ୍ତୁ। ଏହା ଉପରେ ଆଉ କିଛି ଅଙ୍ଗାର ଦିଅନ୍ତୁ। ୨୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ଛତୁ ପତ୍ର ପୋଡ଼ା’। ଆପଣ ଏହାକୁ ଭାତ କିମ୍ବା ରୁଟି ଧରି ଖାଇ ପାରିବେ।

ଧ୍ୟାନ ଦିଅନ୍ତୁ: ଛତୁକୁ ପୋଡ଼ିବା ବେଳେ ଯେମିତି ଅଙ୍ଗାରରେ ନିଆଁ ଡହ ଡହ ହୋଇ ଜଳୁ ନଥିବ, ସେଥିପ୍ରତି ଧ୍ୟାନ ଦେବେ। କାରଣ ହାଲ୍‌କା ନିଆଁରେ ଛତୁ ଭଲ ଭାବେ ସିଝିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story