Advertisment

କେମିତି ପ୍ରସ୍ତୁତ କରିବେ ମସଲାଦାର ଓଟ୍‌ସ ଆମଲେଟ୍‌

ଆବଶ୍ୟକ ସାମଗ୍ରୀ- ଅଣ୍ଡା, ଓଟ୍‌ସ, କ୍ଷୀର, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ, କଟା ପିଆଜ, ଗାଜର, କ୍ୟାପିସ୍‌କମ୍‌, କଞ୍ଚା ଲଙ୍କା, ଧନିଆ ପତ୍ର ଓ ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଓଟ୍‌ସକୁ ଗ୍ରାଇଣ୍ଡିଂ କରି ଏହାକୁ ଗୁଣ୍ଡ କରନ୍ତୁ। ଏଥିରେ ହଳଦୀ, ଲୁଣ, ଗୋଲମରିଚ ଗୁଣ୍ଡ, ମସଲା ଓ କ୍ଷୀର ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରେ ଅଣ୍ଡା ପକାଇ ଭଲ ଭାବେ ଫେଣ୍ଟନ୍ତୁ। ଏବେ ଏଥିରେ କଟା ପିଆଜ, ଗାଜର, […]

ଅଦ୍ୟତନ ହୋଇଛି
କେମିତି ପ୍ରସ୍ତୁତ କରିବେ ମସଲାଦାର ଓଟ୍‌ସ ଆମଲେଟ୍‌

oats-egg-omelette-recipe-09

Advertisment

ଆବଶ୍ୟକ ସାମଗ୍ରୀ- ଅଣ୍ଡା, ଓଟ୍‌ସ, କ୍ଷୀର, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ, କଟା ପିଆଜ, ଗାଜର, କ୍ୟାପିସ୍‌କମ୍‌, କଞ୍ଚା ଲଙ୍କା, ଧନିଆ ପତ୍ର ଓ ସ୍ୱାଦ ଅନୁସାରେ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଓଟ୍‌ସକୁ ଗ୍ରାଇଣ୍ଡିଂ କରି ଏହାକୁ ଗୁଣ୍ଡ କରନ୍ତୁ। ଏଥିରେ ହଳଦୀ, ଲୁଣ, ଗୋଲମରିଚ ଗୁଣ୍ଡ, ମସଲା ଓ କ୍ଷୀର ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରେ ଅଣ୍ଡା ପକାଇ ଭଲ ଭାବେ ଫେଣ୍ଟନ୍ତୁ। ଏବେ ଏଥିରେ କଟା ପିଆଜ, ଗାଜର, କ୍ୟାପ୍‌ସିକମ୍‌, ଲଙ୍କା ଓ ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ତାୱା ଗରମ କରି ତେଲ ପକାନ୍ତୁ। ଏଥିରେ ଏହି ମିଶ୍ରଣକୁ ଢାଳି ଆମଲେଟ୍‌ ଆକାରରେ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗରମ ଗରମ ସ୍ୱାଦିଷ୍ଟ ମସଲାଯୁକ୍ତ ଓଟ୍‌ସ ଆମଲେଟ୍‌। ସକାଳ ଜଳଖିଆରେ ଗରମ ଗରମ ଖାଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe