/odisha-reporter/media/post_attachments/uploads/2018/12/9-4.jpg)
9
ଆବଶ୍ୟକ ସାମଗ୍ରୀ- ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗୋଟେ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ତା'ପରେ ସେଥିରେ ଅଟା ଓ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ। ତାୱାରେ ତେଲ ଗରମ କରି ଅଟା କଦଳୀ ଚକଟାକୁ ଗୋଲଗୋଲ ପିଠା ଆକାର କରି ସେକନ୍ତୁ। ଏହାପରେ ଗୁଡ଼କୁ ପାଗ କରି ତିଆରି ହୋଇଥିବା ପିଠାକୁ ସେଥିରେ ପକେଇ ଦିଅନ୍ତୁ। ୨ରୁ ୩ ମିନିଟ୍ ଗୁଡ଼ ପାଗରେ ବୁଡାଇ ରଖିବା ପରେ ପ୍ରସ୍ତୁତ ହୋଇଯିବ ପାରିଜାତ। ଖାଆନ୍ତୁ ଆଉ ଖୁଆନ୍ତୁ ଏହି ପାରମ୍ପରିକ ଓଡ଼ିଆ ମିଠା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
