Advertisment

ଏଥର ଦୀପାବଳିରେ ଚୁଡ଼ା ଖିରିର ମଜା ନିଅନ୍ତୁ

ଆବଶ୍ୟକ ସାମଗ୍ରୀ: ଚୁଡ଼ା, କ୍ଷୀର, ଚିନି, ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି, ଭଜା କାଜୁ-କିସ୍‌ମିସ୍‌ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଏକ ପାତ୍ରରେ ଫୁଟାନ୍ତୁ। କ୍ଷୀର ଅଳ୍ପ ଫୁଟି ଆସିଲେ ଏଥିରେ ଚୁଡ଼ାକୁ ଧୋଇ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଫୁଟିବାକୁ ଦିଅନ୍ତୁ। କ୍ଷୀର ଫୁଟି ଫୁଟି ଟିକେ ବହଳିଆ ହୋଇ ଆସିଲେ, ଏଥିରେ ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ ଓ ଚିନି ପକାଇ ଗୋଳାନ୍ତୁ। ଏହାକୁ ୧୫ ମିନିଟ ଯାଏ ଭଲ ଭାବେ […]

ଏଥର ଦୀପାବଳିରେ ଚୁଡ଼ା ଖିରିର ମଜା ନିଅନ୍ତୁ

chuda-kheer

Advertisment

ଆବଶ୍ୟକ ସାମଗ୍ରୀ: ଚୁଡ଼ା, କ୍ଷୀର, ଚିନି, ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି, ଭଜା କାଜୁ-କିସ୍‌ମିସ୍‌

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଏକ ପାତ୍ରରେ ଫୁଟାନ୍ତୁ। କ୍ଷୀର ଅଳ୍ପ ଫୁଟି ଆସିଲେ ଏଥିରେ ଚୁଡ଼ାକୁ ଧୋଇ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଫୁଟିବାକୁ ଦିଅନ୍ତୁ। କ୍ଷୀର ଫୁଟି ଫୁଟି ଟିକେ ବହଳିଆ ହୋଇ ଆସିଲେ, ଏଥିରେ ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ ଓ ଚିନି ପକାଇ ଗୋଳାନ୍ତୁ। ଏହାକୁ ୧୫ ମିନିଟ ଯାଏ ଭଲ ଭାବେ ଫୁଟାନ୍ତୁ। ଯେମିତି ଏହା ତଳେ ଲାଗି ନଯିବ, ସେଥିପାଇଁ ଲଗାତାର ଏହାକୁ ଗୋଳାନ୍ତୁ। ପରେ ଏଥିରେ ଭଜା କାଜୁ ଓ କିସ୍‌ମିସ୍‌ ପକାଇ ଚୁଲି ବନ୍ଦ କରି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା  ସ୍ୱାଦିଷ୍ଟ ‘ଚୁଡ଼ା ଖିରି’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe