Advertisment

Odia food recipe: ତିଆସି ଚଣା ଚଟ୍‌ପଟି- Make the spicy chana chatpati

ଆବଶ୍ୟକୀୟ ସାମଗ୍ରୀ: ତିଆସି ଚଣା କଟା ପିଆଜ କ୍ୟାପ୍‌ସିକମ୍‌ ଭୁର୍ସଙ୍ଗ ପତ୍ର କଟା ଅଦା ଓ ରସୁଣ କଞ୍ଚାଲଙ୍କା ଚିଲି ସସ୍‌ ଟମାଟୋ ସସ୍‌ ସୋୟା ସସ୍ ଲୁଣ ପିଆଜ ସଣ୍ଢା ତେଲ ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ତିଆସି ଚଣାକୁ ସିଝାଇ ଦିଅନ୍ତି। ସିଝାଇବା ବେଳେ ସେଥିରେ ଟିକେ ଲୁଣ ପକାନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି କଟା ଅଦା, ରସୁଣ ଓ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ […]

ଅଦ୍ୟତନ ହୋଇଛି
Odia food recipe: ତିଆସି ଚଣା ଚଟ୍‌ପଟି- Make the spicy chana chatpati

chana

Advertisment

ଆବଶ୍ୟକୀୟ ସାମଗ୍ରୀ:

  • ତିଆସି ଚଣା
  • କଟା ପିଆଜ
  • କ୍ୟାପ୍‌ସିକମ୍‌
  • ଭୁର୍ସଙ୍ଗ ପତ୍ର
  • କଟା ଅଦା ଓ ରସୁଣ
  • କଞ୍ଚାଲଙ୍କା
  • ଚିଲି ସସ୍‌
  • ଟମାଟୋ ସସ୍‌
  • ସୋୟା ସସ୍
  • ଲୁଣ
  • ପିଆଜ ସଣ୍ଢା
  • ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ତିଆସି ଚଣାକୁ ସିଝାଇ ଦିଅନ୍ତି। ସିଝାଇବା ବେଳେ ସେଥିରେ ଟିକେ ଲୁଣ ପକାନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି କଟା ଅଦା, ରସୁଣ ଓ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ଭୁର୍ସଙ୍ଗ ପତ୍ର, କଞ୍ଚା ଲଙ୍କା ଓ କଟା କ୍ୟାପସିକମ୍‌ ପକାନ୍ତୁ। ଏହାପରେ ସେଥିରେ ସିଝା ତିଆସି ଚଣା, ସ୍ୱାଦ ଅନୁସାରେ ଲୁଣ ଓ ପିଆଜ ସଣ୍ଢା ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ଏଥିରେ ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌ ପକାଇ ଭଲ ଭାବରେ ଗୋଳାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୨ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ‘ତିଆସି ଚଣା ଚଟ୍‌ପଟି’।

Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe