ସାମଗ୍ରୀ: ବନ୍ଧାକୋବି, ଗାଜର, ବିନ୍ସ, ଛତୁ, ସିମଲା ଲଙ୍କା, ରସୁଣ, ଅଦା, ଭେଜିଟେବଲ ଷ୍ଟକ, କର୍ଣ୍ଣ ଫ୍ଲୋର, ଲୁଣ, ଗୋଲମରିଚ, ତେଲ, ଗ୍ରୀନ ଚିଲି ସସ୍, ସୋୟା ସସ୍।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବନ୍ଧାକୋବି, ଗାଜର, ବିନ୍ସ, ଛତୁ ଓ ସିମଲା ଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ସାମାନ୍ୟ ଗରମ ହୋଇଯିବା ପରେ ଅଦା, ରସୁଣ ଓ ସିମଲା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ପରେ କଟା ପରିବା ପକାଇ କମ୍ ଆଞ୍ଚରେ ଭାଜନ୍ତୁ ଓ ଏଥିରେ ଭେଜିଟେବଲ ଷ୍ଟକ୍ ଦିଅନ୍ତୁ।
ଏହା ଟିକେ ଫୁଟିଲେ କର୍ଣ୍ଣଫ୍ଲୋରରେ ଥଣ୍ଡା ପାଣି ମିଶାଇ ପକାନ୍ତୁ। ସୁପ୍ଟି ଗାଢା ହେଲେ ଗ୍ରୀନ ଚିଲି ସସ୍ ଓ ସୋୟା ସସ୍ ପକାନ୍ତୁ।ପରେ ସ୍ୱାଦ ଅନୁଯାୟୀ ଲୁଣ, ଗୋଲମରିଚ ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବଲ ସୁପ। ଏହାକୁ ଗରମ ଗରମ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...