Advertisment

ଭେଜିଟେବଲ ସୁପ୍

ସାମଗ୍ରୀ: ବନ୍ଧାକୋବି, ଗାଜର, ବିନ୍‌ସ, ଛତୁ, ସିମଲା ଲଙ୍କା, ରସୁଣ, ଅଦା, ଭେଜିଟେବଲ ଷ୍ଟକ, କର୍ଣ୍ଣ ଫ୍ଲୋର, ଲୁଣ, ଗୋଲମରିଚ, ତେଲ, ଗ୍ରୀନ ଚିଲି ସସ୍, ସୋୟା ସସ୍‌। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ  ବନ୍ଧାକୋବି, ଗାଜର, ବିନ୍‌ସ, ଛତୁ ଓ ସିମଲା ଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ସାମାନ୍ୟ ଗରମ ହୋଇଯିବା ପରେ ଅଦା, ରସୁଣ ଓ ସିମଲା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ପରେ କଟା ପରିବା ପକାଇ କମ୍ ଆଞ୍ଚରେ ଭାଜନ୍ତୁ ଓ ଏଥିରେ ଭେଜିଟେବଲ ଷ୍ଟକ୍‌ ଦିଅନ୍ତୁ। ଏହା ଟିକେ ଫୁଟିଲେ କର୍ଣ୍ଣଫ୍ଲୋରରେ ଥଣ୍ଡା ପାଣି ମିଶାଇ ପକାନ୍ତୁ। ସୁପ୍‌ଟି ଗାଢା ହେଲେ ଗ୍ରୀନ ଚିଲି ସସ୍ ଓ ସୋୟା ସସ୍ ପକାନ୍ତୁ।ପରେ ସ୍ୱାଦ ଅନୁଯାୟୀ ଲୁଣ, ଗୋଲମରିଚ ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବଲ ସୁପ। ଏହାକୁ ଗରମ ଗରମ ପରଷନ୍ତୁ।

ଅଦ୍ୟତନ ହୋଇଛି
ଭେଜିଟେବଲ ସୁପ୍

soup

Advertisment

ସାମଗ୍ରୀ: ବନ୍ଧାକୋବି, ଗାଜର, ବିନ୍‌ସ, ଛତୁ, ସିମଲା ଲଙ୍କା, ରସୁଣ, ଅଦା, ଭେଜିଟେବଲ ଷ୍ଟକ, କର୍ଣ୍ଣ ଫ୍ଲୋର, ଲୁଣ, ଗୋଲମରିଚ, ତେଲ, ଗ୍ରୀନ ଚିଲି ସସ୍, ସୋୟା ସସ୍‌।

Advertisment

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ  ବନ୍ଧାକୋବି, ଗାଜର, ବିନ୍‌ସ, ଛତୁ ଓ ସିମଲା ଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ସାମାନ୍ୟ ଗରମ ହୋଇଯିବା ପରେ ଅଦା, ରସୁଣ ଓ ସିମଲା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ପରେ କଟା ପରିବା ପକାଇ କମ୍ ଆଞ୍ଚରେ ଭାଜନ୍ତୁ ଓ ଏଥିରେ ଭେଜିଟେବଲ ଷ୍ଟକ୍‌ ଦିଅନ୍ତୁ।

ଏହା ଟିକେ ଫୁଟିଲେ କର୍ଣ୍ଣଫ୍ଲୋରରେ ଥଣ୍ଡା ପାଣି ମିଶାଇ ପକାନ୍ତୁ। ସୁପ୍‌ଟି ଗାଢା ହେଲେ ଗ୍ରୀନ ଚିଲି ସସ୍ ଓ ସୋୟା ସସ୍ ପକାନ୍ତୁ।ପରେ ସ୍ୱାଦ ଅନୁଯାୟୀ ଲୁଣ, ଗୋଲମରିଚ ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବଲ ସୁପ। ଏହାକୁ ଗରମ ଗରମ ପରଷନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe