କିପରି ହେବେ ଧନୀ: କାହାକୁ, କେମିତି ଓ କେଉଁ ଦିନ କରିବେ ପୂଜା

ଧନ ପାଇଁ ଆପଣ ଚିନ୍ତିତ କି, ଧନ କମାଇବାର ଅନେକ ଉପାୟ ଅଛି, କିନ୍ତୁ ସମସ୍ତେ ଚାହାଁନ୍ତି ଏକ  ସହଜ ଓ ସତ୍‌ ଉପାୟରେ କିପରି ଧନ ଉପାର୍ଜନ କରିପାରିବେ, ଜାଣନ୍ତୁ କିଛି ସରଳ ଉପାୟ ଯାହା ଦ୍ୱାରା ଧନ ଉପାର୍ଜନରେ ଆପଣଙ୍କୁ ସହାୟତା ମିଳିବ। 1-ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳ ,ବେଲପତ୍ର ଓ ଚାଉଳ ଚଢାନ୍ତୁ। 2-ମହାଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ। 3-ସପ୍ତାହରେ ଗୋଟିଏ ଦିନ ବ୍ରତ କରନ୍ତୁ, ସୋମବାର ବ୍ରତ ରଖିଲେ […]

vastua1

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 10:01 PM IST

ଧନ ପାଇଁ ଆପଣ ଚିନ୍ତିତ କି, ଧନ କମାଇବାର ଅନେକ ଉପାୟ ଅଛି, କିନ୍ତୁ ସମସ୍ତେ ଚାହାଁନ୍ତି ଏକ  ସହଜ ଓ ସତ୍‌ ଉପାୟରେ କିପରି ଧନ ଉପାର୍ଜନ କରିପାରିବେ, ଜାଣନ୍ତୁ କିଛି ସରଳ ଉପାୟ ଯାହା ଦ୍ୱାରା ଧନ ଉପାର୍ଜନରେ ଆପଣଙ୍କୁ ସହାୟତା ମିଳିବ।

1-ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳ ,ବେଲପତ୍ର ଓ ଚାଉଳ ଚଢାନ୍ତୁ।

2-ମହାଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ।

3-ସପ୍ତାହରେ ଗୋଟିଏ ଦିନ ବ୍ରତ କରନ୍ତୁ, ସୋମବାର ବ୍ରତ ରଖିଲେ ଚନ୍ଦ୍ରମା ପ୍ରସନ୍ନ ହେବେ, ମଙ୍ଗଳବାର ବଜରଙ୍ଗବାଲୀ, ବୁଧବାର ଶ୍ରୀଗଣେଶ ,ଗୁରୁବାର ଦିନ ବିଷ୍ଣୁ, ଶୁକ୍ରବାର ମା ଲକ୍ଷ୍ମୀ, ଶନିବାର  ଶନି ଓ ରବିବାର ବ୍ରତ ରଖିଲେ ସୂର୍ଯ୍ୟ ଦେବତା ପ୍ରସନ୍ନ ହୋଇ ଧନ, ସୁଖ,ସୌଭାଗ୍ୟ ପ୍ରଦାନ କରିଥାଆନ୍ତି।

ଏହି ଉପାୟ ଅବଲମ୍ବନ କଲେ ମଧ୍ୟ ଧନ ପ୍ରପ୍ତି ହୋଇ ପାରିବ।

1-ଅନାମିକା ଆଙ୍ଗୁଳିରେ ସୁନା, ଚାନ୍ଦି ଓ ତମ୍ବାର ରିଙ୍ଗ ପିନ୍ଧନ୍ତୁ।

2-ସନ୍ଧ୍ୟାରେ ମନ୍ଦିରରେ ଦୀପ ଜଳାନ୍ତୁ।

୩-ପୂର୍ଣ୍ଣିମାରେ ଚନ୍ଦ୍ରକୁ ପୂଜା କରନ୍ତୁ।

୪-କନକଧାରା ସ୍ତୋତ୍ର ପାଠକରନ୍ତୁ।

୫- ଅନ୍ୟ କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ।

Related story