ବଡି ବିଲ୍ଡିଂ ପାଇଁ ଷ୍ଟେରୋଏଡ ନେଉଛନ୍ତି କି ? ସାବଧାନ! ହାର୍ଟ ଆଟାକରେ ଚାଲିଯିବ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ବଡି ବିଲ୍ଡିଂର ନିଶା ଯୁବପିଢ଼ିଙ୍କୁ ଘାରିଛି। ଜିମ୍‌ ଯାଇ ଝାଳ ବୁହାଇ ବଡି ବିଲ୍ଡିଂ କରିବାକୁ ଯୁବଗୋଷ୍ଠୀ ସବୁବେଳେ ପ୍ରସ୍ତୁତ। ଏଥିପାଇଁ ବହୁ ପରିଶ୍ରମ ମଧ୍ୟ କରୁଛନ୍ତି। ହେଲେ କିଛି ଯୁବକ ଏମିତି ଅଛନ୍ତି ଯେଉଁମାନେ ରାତାରାତି ବଡି ବନାଇବାକୁ ଚାହୁଁଛନ୍ତି। ଅର୍ଥାତ ଜିମ୍‌ରେ ଏକ ବର୍ଷ ବ୍ୟାୟାମ କରିବା ପରେ ଯେତିକି ବଡି ହୋଇଥାଏ, ତାକୁ ମାସକରେ କରିବାକୁ ଚାହିଁଥାନ୍ତି। ଏପରି ଯୁବକ ଷ୍ଟେରୋଏଡ ସେବନ କରିଥାନ୍ତି। କିଛି କିଛି […]

body building

body building

Rakesh Mallick
  • Published: Saturday, 08 September 2018
  • Updated: 08 September 2018, 02:41 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ବଡି ବିଲ୍ଡିଂର ନିଶା ଯୁବପିଢ଼ିଙ୍କୁ ଘାରିଛି। ଜିମ୍‌ ଯାଇ ଝାଳ ବୁହାଇ ବଡି ବିଲ୍ଡିଂ କରିବାକୁ ଯୁବଗୋଷ୍ଠୀ ସବୁବେଳେ ପ୍ରସ୍ତୁତ। ଏଥିପାଇଁ ବହୁ ପରିଶ୍ରମ ମଧ୍ୟ କରୁଛନ୍ତି। ହେଲେ କିଛି ଯୁବକ ଏମିତି ଅଛନ୍ତି ଯେଉଁମାନେ ରାତାରାତି ବଡି ବନାଇବାକୁ ଚାହୁଁଛନ୍ତି।

ଅର୍ଥାତ ଜିମ୍‌ରେ ଏକ ବର୍ଷ ବ୍ୟାୟାମ କରିବା ପରେ ଯେତିକି ବଡି ହୋଇଥାଏ, ତାକୁ ମାସକରେ କରିବାକୁ ଚାହିଁଥାନ୍ତି। ଏପରି ଯୁବକ ଷ୍ଟେରୋଏଡ ସେବନ କରିଥାନ୍ତି। କିଛି କିଛି ଜିମ୍‌ରେ ଟ୍ରେନର୍‌ମାନେ ମଧ୍ୟ ଏପରି ଔଷଧ ନେବାକୁ ଯୁବକଙ୍କୁ ପ୍ରବର୍ତ୍ତାଇଥାନ୍ତି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଷ୍ଟେରୋଏଡ୍ସ ଅଧିକ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ। ଅଧିକ ମାତ୍ରାରେ ଏହି ଔଷଧ ସେବନ କଲେ ଆପଣ ହୃଦ୍‌ ବେମାରୀର ଶିକାର ହୋଇପାରନ୍ତି।

[caption id="attachment_273252" align="aligncenter" width="600"]body building Image Credit- Internet[/caption]

ବଦଳି ଯାଇଛି ପରିଭାଷା

ଆଜିକାଲି ବଡି ବିଲ୍ଡିଂର ପରିଭାଷା ବଦଳି ଯାଇଛି। ନିଜ ଶରୀରର ଆକାର ବଦଳାଇବା ପରିବର୍ତ୍ତେ ଯୁବକମାନେ ମାଂସପେଶୀକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି। ଯାହାକୁ ‘ଏକ୍ସ’ ନାମ ଦିଆଯାଉଛି। ଏଥିପାଇଁ ଯୁବଗୋଷ୍ଠୀ ଆନାବୋଲିକ୍‌ ଷ୍ଟେରୋଏଡ୍ସ ବ୍ୟବହାର କରୁଛନ୍ତି। ଯାହା ସାଙ୍ଗେ ସାଙ୍ଗେ କାମ କରୁଛି। ହେଲେ ଏହା ହୃଦୟ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ସେମାନେ ଜାଣିନାହାନ୍ତି।

ଅସନ୍ତୁ ଜାଣିବା ବଡି ବିଲ୍ଡିଂ ପାଇଁ ଷ୍ଟେରୋଏଡ ନେବା ଦ୍ୱାରା କେଉଁ ପ୍ରକାର ସମସ୍ୟା ହୋଇଥାଏ।

body buildingହୃଦଘାତ ଆଶଙ୍କା

ମାଂସପେଶୀ କଠିନ କରିବାକୁ ଅଥବା ମାଂସପେଶୀକୁ ବଢ଼ାଇବା ପାଇଁ ବହୁ ଯୁବକ ଆଣ୍ଡ୍ରୋଜେନିକ୍‌ ଷ୍ଟେରୋଏଡ ନେଉଛନ୍ତି। ଏହା ମାଂସପେଶୀ ନିର୍ମାଣ କରୁଥିବା ହର୍‌ମୋନ୍‌ର ନକଲ। ଏହାକୁ ନେଲେ ମାଂସପେଶୀ, ହାଡ଼ ଓ ଲାଲ ରକ୍ତ କୋଷିକାର ବିକାଶ ଦ୍ରୁତଗତିରେ ହୋଇଥାଏ। ଏହି କାରଣରୁ କୋଲେଷ୍ଟ୍ରଲ୍‌ ସ୍ତର ବି ବୃଦ୍ଧି ପାଇଥାଏ। ଶିରାରେ କୋଲେଷ୍ଟ୍ରଲ୍‌ ଜମି ରହିଥାଏ। ଏହି କାରଣରୁ ହୃଦଘାତ ହେବାର ଆଶଙ୍କା ବଢ଼ିଯାଇଥାଏ।

body buildingହୃଦରୋଗ

ସର୍ଭେରୁ ଜଣାପଡ଼ିଛି, ଷ୍ଟେରୋଏଡ ଅଧିକ ନେବା ଦ୍ୱାରା ହୃଦ୍‌ରୋଗର ଆଶଙ୍କା ବଢ଼ିଯାଇଥାଏ। କାରଣ ଏହା କୋଲେଷ୍ଟ୍ରଲ୍‌ ସ୍ତର ଉପରେ ପ୍ରଭାବ ପକାଇଥାଏ। ଶିରାରେ କୋଲେଷ୍ଟ୍ରଲ୍‌ ଜମି ରହିବା ଦ୍ୱାରା ରକ୍ତ ପ୍ରବାହ ଠିକ୍‌ରେ ହୋଇପାରି ନଥାଏ ଓ ହୃଦ୍‌ରୋଗ ଦେଖାଦେଇଥାଏ।

body buildingଉଚ୍ଚ ରକ୍ତଚାପ

ଷ୍ଟେରୋଏଡସ ନେଉଥିବା ଆଟଲେଟ୍‌ଙ୍କୁ ସବୁବେଳେ ରକ୍ତଚାପ ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ନିୟମିତ ଓ ଅଧିକ ମାତ୍ରାରେ ଷ୍ଟେରୋଏଡ ନେଲେ ରକ୍ତଚାପ ବଢ଼ି ଯାଇଥାଏ। ଯାହା ବିଭିନ୍ନ ପ୍ରକାର ବେମାରୀର କାରଣ ହୋଇଥାଏ।

ଆମେରିକାନ୍‌ ହାର୍ଟ ଆସୋସିଏଶନର ଜର୍ନାଲ୍‌ରେ କୁହାଯାଇଛି, ଆଣ୍ଟିବାୟୋଟିକ୍‌ ଷ୍ଟେରୋଏଡ ନିୟମିତ ନେବା ଦ୍ୱାରା ହୃଦୟ ଦୃର୍ବଳ ହୋଇଯାଇଥାଏ। ଏହି କାରଣରୁ ହୃଦୟ ଜନିତ ସମସ୍ୟା ଦେଖାଦେବାର ଆଶଙ୍କା ବଢ଼ିଯାଇଥାଏ।

body buildingସମାଧାନ

ବଡି ବିଲ୍ଡିଂ କରିବା ଅର୍ଥ ନୁହେଁ ନିଜ ଜୀବନକୁ ବାଜି ଲଗାଇବା। ଏକ ନିର୍ଦ୍ଦିଷ୍ଟ ସମୟ ପରେ ସ୍ୱାସ୍ଥ୍ୟ ପାଇଁ ଏହାର ବିଶେଷ କିଛି ମାନେ ନଥାଏ। ଆବଶ୍ୟକତାରୁ ଅଧିକ ବଡି ବିଲ୍ଡିଂ ପାଇଁ ଉଦ୍ୟମ କରିବା ନିଶା ଖାଇବା ସହ ସମାନ। ଏହାକୁ ଠିକ୍‌ ଭାବେ ବୁଝି ନିଜ ଜୀବନକୁ ଆଗକୁ ବଢ଼ାଇବା ହିଁ ଏହାର ଏକମାତ୍ର ସମାଧାନର ବାଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story