ସାଇକେଲ୍ ଚଲାଇବାର ବହୁ ଉପକାରିତା ଅଛି। ଆମେ ଉଣା ଅଧିକେ ଜାଣିଛନ୍ତି। ଆପଣ ଜାଣିନ୍ତି କି, ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କ୍ୟାନସ୍ରକୁ ଦୂରେଇ ରଖେ ସାଇକେଲ। ପ୍ରତିଦିନ ସାଇକେଲ ଚଲାଇ ଥିବା ବ୍ୟକ୍ତିଙ୍କୁ ଏହି ମାରାତ୍ମକ ରୋଗ ହେବାର ଆଶଙ୍କା ବହୁତ କମ୍ ଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ବ୍ରିଟିଶ ମେଡିକଲ ଜର୍ନେଲ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି। ଏହାସହ ଜଣେ ବ୍ୟକ୍ତି ନିୟମିତ ସାଇକେଲ୍ ଚଲାଇଲେ ହୃଦରୋଗ ଓ ଅସମୟରେ ମୃତ୍ୟୁମୁଖରେ ପଡିବାର ଆଶଙ୍କା କମ୍ ଥାଏ।
ସର୍ଭେ ଅନୁସାରେ, ଅଫିସ ଯଦି ଆପଣଙ୍କର ଘର ପାଖରେ ତେବେ ଚାଲି ଚାଲି ଯିବା ବଦଳରେ ସାଇକେଲ୍ ଯିବା ଅଧିକ ଲାଭଦାୟକ। ପ୍ରତିଦିନ ସାଇକେଲ ଚଲାଇଲେ କ୍ୟାନସର ହେବାର ଆଶଙ୍କା ୪୫ ପ୍ରତିଶତ ଓ ହୃଦରୋଗ ହେବାର ଆଶଙ୍କା ୪୬ ପ୍ରତିଶତ କମ୍ ରହିଥାଏ। ଆପଣ ପ୍ରତିଦିନ ଚାଲୁଥିଲେ ହୃଦରୋଗ ହେବାର ଆଶଙ୍କା ୨୭ ପ୍ରତିଶତ ଓ ଅନ୍ୟ କୌଣସି ରୋଗ ହେବାର ଆଶଙ୍କା ୩୬ ପ୍ରତିଶତ କମ୍ ହୋଇଥାଏ।
ସୌଜନ୍ୟ- ଦୈନିକ ଜାଗରଣ
ଫଟୋ- ଦୈନିକ ଜାଗରଣ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...