Advertisment

ସୁସ୍ଥତା ପାଇଁ ସାଇକେଲ୍‌, କେମିତି ଜାଣନ୍ତୁ

ସାଇକେଲ୍‌ ଚଲାଇବାର ବହୁ ଉପକାରିତା ଅଛି। ଆମେ ଉଣା ଅଧିକେ ଜାଣିଛନ୍ତି। ଆପଣ ଜାଣିନ୍ତି କି, ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କ୍ୟାନସ୍‌ରକୁ ଦୂରେଇ ରଖେ ସାଇକେଲ। ପ୍ରତିଦିନ ସାଇକେଲ ଚଲାଇ ଥିବା ବ୍ୟକ୍ତିଙ୍କୁ ଏହି ମାରାତ୍ମକ ରୋଗ ହେବାର ଆଶଙ୍କା ବହୁତ କମ୍‌ ଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ବ୍ରିଟିଶ ମେଡିକଲ ଜର୍ନେଲ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି। ଏହାସହ ଜଣେ ବ୍ୟକ୍ତି ନିୟମିତ ସାଇକେଲ୍‌ ଚଲାଇଲେ ହୃଦରୋଗ ଓ ଅସମୟରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୁସ୍ଥତା ପାଇଁ ସାଇକେଲ୍‌, କେମିତି ଜାଣନ୍ତୁ

bbbbbbbbbbbbbbbbb

ସାଇକେଲ୍‌ ଚଲାଇବାର ବହୁ ଉପକାରିତା ଅଛି। ଆମେ ଉଣା ଅଧିକେ ଜାଣିଛନ୍ତି। ଆପଣ ଜାଣିନ୍ତି କି, ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କ୍ୟାନସ୍‌ରକୁ ଦୂରେଇ ରଖେ ସାଇକେଲ। ପ୍ରତିଦିନ ସାଇକେଲ ଚଲାଇ ଥିବା ବ୍ୟକ୍ତିଙ୍କୁ ଏହି ମାରାତ୍ମକ ରୋଗ ହେବାର ଆଶଙ୍କା ବହୁତ କମ୍‌ ଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ବ୍ରିଟିଶ ମେଡିକଲ ଜର୍ନେଲ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି। ଏହାସହ ଜଣେ ବ୍ୟକ୍ତି ନିୟମିତ ସାଇକେଲ୍‌ ଚଲାଇଲେ ହୃଦରୋଗ ଓ ଅସମୟରେ ମୃତ୍ୟୁମୁଖରେ ପଡିବାର ଆଶଙ୍କା କମ୍ ଥାଏ।

Advertisment

ସର୍ଭେ ଅନୁସାରେ, ଅଫିସ ଯଦି ଆପଣଙ୍କର ଘର ପାଖରେ ତେବେ ଚାଲି ଚାଲି ଯିବା ବଦଳରେ ସାଇକେଲ୍‌ ଯିବା ଅଧିକ ଲାଭଦାୟକ। ପ୍ରତିଦିନ ସାଇକେଲ ଚଲାଇଲେ କ୍ୟାନସର ହେବାର ଆଶଙ୍କା ୪୫ ପ୍ରତିଶତ ଓ ହୃଦରୋଗ ହେବାର ଆଶଙ୍କା ୪୬ ପ୍ରତିଶତ କମ୍‌ ରହିଥାଏ। ଆପଣ ପ୍ରତିଦିନ ଚାଲୁଥିଲେ ହୃଦରୋଗ ହେବାର ଆଶଙ୍କା ୨୭ ପ୍ରତିଶତ ଓ ଅନ୍ୟ କୌଣସି ରୋଗ ହେବାର ଆଶଙ୍କା ୩୬ ପ୍ରତିଶତ କମ୍‌ ହୋଇଥାଏ।

ସୌଜନ୍ୟ- ଦୈନିକ ଜାଗରଣ

ଫଟୋ- ଦୈନିକ ଜାଗରଣ