Advertisment

ବାସ୍ତୁର ଛୋଟ ଛୋଟ କଥା; ଜୀବନକୁ କରେ ଅଧିକ ସୁଖମୟ

ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରର କିଛି କିଛି କଥାକୁ ଜୀବନରେ ଆପଣେଇଲେ ଅନେକ ସୁଫଳ ମିଳିଥାଏ। ଏହା ଜୀବନକୁ ଅଧିକ ସୁଖମୟ କରିଥାଏ। ଆସନ୍ତୁ ଜାଣିବା ଏମିତିକ କିଛି ବାସ୍ତୁ ବିଷୟରେ। ୧-ଘରର ମୁଖ୍ୟ ଦ୍ୱାର ପାଖରେ ଡଷ୍ଟବିନ୍‌ ରଖନ୍ତୁ ନାହିଁ। କୁହାଯାଏ ଏହା କଲେ ପୋଡ଼ଶୀ ଆପଣଙ୍କର ଶତ୍ରୁ ହୋଇଯାଆନ୍ତି। ୨-ଅଇଁଠା ବାସନ ରଖନ୍ତୁ ନାହିଁ। ଯଦି ଆପଣ ଅଇଁଠା ବାସନ ମାଜି ନ ପାରୁଛନ୍ତି, ତା’ହେଲେ କେବଳ ପାଣିରେ ଧୋଇ ରଖି ଦିଅନ୍ତୁ। ଏହାଦ୍ୱାରା […]

ଅଦ୍ୟତନ ହୋଇଛି
ବାସ୍ତୁର ଛୋଟ ଛୋଟ କଥା; ଜୀବନକୁ କରେ ଅଧିକ ସୁଖମୟ

food

Advertisment

ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରର କିଛି କିଛି କଥାକୁ ଜୀବନରେ ଆପଣେଇଲେ ଅନେକ ସୁଫଳ ମିଳିଥାଏ। ଏହା ଜୀବନକୁ ଅଧିକ ସୁଖମୟ କରିଥାଏ। ଆସନ୍ତୁ ଜାଣିବା ଏମିତିକ କିଛି ବାସ୍ତୁ ବିଷୟରେ।

Advertisment

-ଘରର ମୁଖ୍ୟ ଦ୍ୱାର ପାଖରେ ଡଷ୍ଟବିନ୍‌ ରଖନ୍ତୁ ନାହିଁ। କୁହାଯାଏ ଏହା କଲେ ପୋଡ଼ଶୀ ଆପଣଙ୍କର ଶତ୍ରୁ ହୋଇଯାଆନ୍ତି।

୨-ଅଇଁଠା ବାସନ ରଖନ୍ତୁ ନାହିଁ। ଯଦି ଆପଣ ଅଇଁଠା ବାସନ ମାଜି ନ ପାରୁଛନ୍ତି, ତା’ହେଲେ କେବଳ ପାଣିରେ ଧୋଇ ରଖି ଦିଅନ୍ତୁ। ଏହାଦ୍ୱାରା ଧନହାନୀରୁ ବଞ୍ଚି ଯିବେ।

Advertisment

୩- ସୂର୍ଯ୍ୟାସ୍ତ ସମୟରେ କାହାକୁ କ୍ଷୀର, ଦହି ଓ ପିଆଜ ଦିଅନ୍ତୁ ନାହିଁ।  ଏହାଦ୍ୱାରା ଘରର ସୁଖ ସମୃଦ୍ଧି ହ୍ରାସ ହୋଇଥାଏ।

୪-ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏକ ବାଲ୍‌ଟି ପାଣି ଭରି ରଖନ୍ତୁ। ଏହା ଦ୍ୱାରା ଋଣଭାରରୁ ଆପଣ ମୁକ୍ତି ପାଇପାରିବେ। ଏହା ସହ ଗାଧୋଇବା ଘରେ ଏକ ବାଲ୍‌ଟି ପାଣି ଭର୍ତ୍ତି କରି ରଖନ୍ତୁ। ଆପଣଙ୍କ ଜୀବନର ଉନ୍ନତି ପାଇଁ ରାସ୍ତା ଖୋଲିଯିବ।

୫- ବିଛଣାରେ ବସି କେବେ ଖାଇବେ ନାହିଁ। ଏହାଦ୍ୱାରା ଘରେ ଅଶାନ୍ତି ଲାଗି ରହିବ। ଘରର ଋଣ ଭାର ବଢ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe