ଛୋଟପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୪ଟି ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ଶରୀରରେ ଯେ କୌଣସି ରୋଗ ଶୀଘ୍ର ପ୍ରଭାବ ପକାଇଥାଏ। କେବଳ ବୟସ୍କ ବ୍ୟକ୍ତି ନୁହେଁ, ବେଳେବେଳେ ଛୋଟ ଛୁଆଙ୍କର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ସମୟ ପୂର୍ବରୁ ଜନ୍ମ ହୋଇଥିବା ଓ ମା’ କ୍ଷୀର କମ୍‌ ଖାଇବା ଶିଶୁର ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ତେଣୁ ଋତୁ ପରିବର୍ତ୍ତନ ହେଲେ ସେମାନଙ୍କୁ ଜର, ଥଣ୍ଡା ଓ କାଶ ହୋଇଥାଏ। […]

pila

pila

Puspanjali Panda
  • Published: Friday, 20 March 2020
  • Updated: 20 March 2020, 01:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ଶରୀରରେ ଯେ କୌଣସି ରୋଗ ଶୀଘ୍ର ପ୍ରଭାବ ପକାଇଥାଏ। କେବଳ ବୟସ୍କ ବ୍ୟକ୍ତି ନୁହେଁ, ବେଳେବେଳେ ଛୋଟ ଛୁଆଙ୍କର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ସମୟ ପୂର୍ବରୁ ଜନ୍ମ ହୋଇଥିବା ଓ ମା’ କ୍ଷୀର କମ୍‌ ଖାଇବା ଶିଶୁର ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ତେଣୁ ଋତୁ ପରିବର୍ତ୍ତନ ହେଲେ ସେମାନଙ୍କୁ ଜର, ଥଣ୍ଡା ଓ କାଶ ହୋଇଥାଏ। ଏପରିକି ସଂକ୍ରାମକ ରୋଗ ଯେପରିକି ଡେଙ୍ଗୁ, ମ୍ୟାଲେରିଆ, ଚିକେନ୍‌ଗୁନିଆ ଆଦିର ମଧ୍ୟ ଶିକାର ହୋଇଥା’ନ୍ତି। ଯଦି ପିଲା ନିୟମିତ ରୋଗରେ ପଡୁଛି ଏବଂ ତା’ର ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ହୋଇଥିବା ଯୋଗୁଁ ଆପଣ ଚିନ୍ତାରେ ରହିଛନ୍ତି, ତା’ହେଲେ ନିମ୍ନରେ ଦିଆଯାଇଥିବା ୪ଟି ଟିପ୍ସକୁ ଆପଣାନ୍ତୁ। ଦେଖିବେ ଭଲ କାମ ଦେବ।

୧. ଛୁଆଙ୍କ ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଶୋଇବାକୁ ଦିଅନ୍ତୁ। ଛୁଆ ଅତି କମ୍‌ରେ ୯ ଘଣ୍ଟା ଶୋଇବା ଉଚିତ।

୨. ଅଧିକାଂଶ ରୋଗ ଖରାପ ଖାଦ୍ୟପେୟ ଯୋଗୁଁ ହୋଇଥାଏ। ଯଦି ଆପଣଙ୍କ ପିଲା ଜଙ୍କ୍‌ ଫୁଡ୍ ଯେପରିକି ମିଠା ଓ ପ୍ୟାକେଟ୍‌ ଜାତୀୟ ଜିନିଷ ଅଧିକ ଖାଉଛି, ତେବେ ସେସବୁ ବନ୍ଦ କରନ୍ତୁ। ଏସବୁ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଥାଏ।

୩. ଖାଇବା ପୂର୍ବରୁ ଛୁଆଙ୍କର ହାତ ଧୋଇବା ଅଭ୍ୟାସ କରନ୍ତୁ। ହାତ ମାଧ୍ୟମରେ ବ୍ୟାକ୍ଟେରିଆ ପିଲାଙ୍କ ପେଟକୁ ଯାଇଥାଏ।

୪. ପିଲାଙ୍କୁ ପ୍ରେସର ବା ଚାପ କମ୍‌ ଦିଅନ୍ତୁ। ପାଠପଢ଼ାର ଅଧିକ ବୋଝ ସେମାନଙ୍କୁ ଦିଅନ୍ତୁ ନାହିଁ। ଛୋଟ ଛୁଆ ଅଧିକ ଚାପରେ ରହିଲେ, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story