ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଗ୍ରୀନ ଟି’

ନୂଆଦିଲ୍ଲୀ: ଗ୍ରୀନ୍ ଟି’ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ସାରା ବିଶ୍ୱରେ ଗ୍ରୀନ ଟି’ର ଲୋକପ୍ରିୟତା ମଧ୍ୟ ଢ଼େର ରହିଛି । ଏଥିରେ ବହୁ ସଂଖ୍ୟକ ପଲିଫେନୋଲ୍ ଥାଏ ଯାହା ଶରୀର ପାଇଁ ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ଭାବେ କାମ କରେ । ଶୀରରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଗୋଡ ହାତ ଫୁଲିବା ଭଳି ସମସ୍ୟାରୁ ଗ୍ରୀନ ଟି’ ମୁକ୍ତି ଦେବାରେ ସହାୟକ ହୋଇଥାଏ । ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଓଜନ କମ୍ […]

green-tea

green-tea

Madhupriya Mistry
  • Published: Thursday, 03 December 2020
  • Updated: 03 December 2020, 02:20 PM IST

ନୂଆଦିଲ୍ଲୀ: ଗ୍ରୀନ୍ ଟି’ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ସାରା ବିଶ୍ୱରେ ଗ୍ରୀନ ଟି’ର ଲୋକପ୍ରିୟତା ମଧ୍ୟ ଢ଼େର ରହିଛି । ଏଥିରେ ବହୁ ସଂଖ୍ୟକ ପଲିଫେନୋଲ୍ ଥାଏ ଯାହା ଶରୀର ପାଇଁ ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ଭାବେ କାମ କରେ । ଶୀରରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଗୋଡ ହାତ ଫୁଲିବା ଭଳି ସମସ୍ୟାରୁ ଗ୍ରୀନ ଟି’ ମୁକ୍ତି ଦେବାରେ ସହାୟକ ହୋଇଥାଏ । ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଓଜନ କମ୍ କରିବା ପାଇଁ ଗ୍ରୀନ ଟି’ ପିଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଶୀତଦିନେ ଏବଂ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଗ୍ରୀନ ଟି ରାମବାଣ ଭଳି କାମ କରେ । ତେବେ ଆସନ୍ତୁ ଜାଣିବା ଗ୍ରୀନ ଟିକୁ କିଭଳି ପିଇଲେ ଏବଂ ଏଥିରେ କ’ଣ ସବୁ ଜଡିବୁଟି ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ।

ଶୀତ ଦିନେ ଗ୍ରୀନ ଟିରେ ହଳଦୀ ଏବଂ ଅଦା ମିଶାଇ ପିଇବା ଦ୍ୱରା ଇମ୍ୟୁନିଟି ପାୱାର (ରୋଗ ପ୍ରତିରୋଧକ ଶକ୍ତି) ବଢ଼ିଥାଏ । ଗ୍ରୀନ ଟିକୁ ଏଭଳି ପିଇବା ଦ୍ୱାରା ଶରୀରରେ ଥିବା ଖରାପ ବ୍ୟାକ୍ଟେରିଆ ଏବଂ ଭାଇରାଲ ଇନଫେକ୍ସନ ମଧ୍ୟ କମ୍ ହୋଇଥାଏ । ଏଥିସହ ଏହା ପାଚନ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ ।

ବର୍ଷ ବର୍ଷ ଧରି ହଳଦୀ ପ୍ରାରମ୍ଭିକ ଚିକିତ୍ସାର ଅଂଶ ରହି ଆସିଛି । ଏଥିରେ କରକ୍ୟୁମିନ ନାମକ ଏକ ଏଭଳି ପଦାର୍ଥ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଥଣ୍ଡା ଏବଂ ଜ୍ୱରକୁ ଭଲ କରିବା ସହ ବିଭିନ୍ନ ସଂକ୍ରମଣକୁ ଦୂର କରିବାରେ ହଳଦୀ ବେଶ୍ ସହାୟକ ହୋଇଥାଏ । ତେଣୁ ଗ୍ରୀନ ଟି ପିଇବା ବେଳେ ସେଥିରେ ହଳଦୀକୁ ସାମିଲ କରିବା ଉଚିତ ।

ସେହିପରି ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଣ୍ଟାରୀ ଗୁଣ ଭରପୁର ହୋଇ ରହିଛି । ସେଥିପାଇଁ ରୋଗ ପ୍ରତିରୋଧକ ଏବଂ ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ପ୍ରତିଦିନ ଆପଣଙ୍କ ଚା’ରେ ଅଦା ସାମିଲ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନ ମତ ଦିଅନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story