ଝିଅମାନଙ୍କୁ ହୃଦୟର କଥା କହିବାର ବାଟ ହେଉଛି ମୋବାଇଲ। ହେଲେ ଏହି ଝିଅଙ୍କ ନମ୍ବର ମାଗିବାକୁ ପୁଅମାନେ ଡରିଥାନ୍ତି। ତେବେ ଏହାର ବିଭିନ୍ନ ଉପାୟ ଅଛି। କେଉଁ ବାଟରେ ଏହି ନମ୍ବରକୁ ହାସଲ କରିହେବ ଜାଣନ୍ତୁ ଏହାର ଟପ୍ ସିକ୍ରେଟ୍।
-କୌଣସି ଝିଅକୁ ନମ୍ବର ମାଗିବା ପୂର୍ବରୁ ତା’ର ବିଶ୍ୱାସ ଜିତିବାକୁ ପଡ଼ିବ। ଆପଣ ତା’ର ନମ୍ବରକୁ ସାର୍ବଜନୀନ କରିବେ ନାହିଁ ।
-ଝିଅଙ୍କ ନମ୍ବର ମାଗିବା ପାଇଁ ସବୁବେଳେ ତାଙ୍କ ପିଛା କରନ୍ତୁ ନାହିଁ।
- ମିଛ କଥା କହି ଝିଅଙ୍କୁ ନମ୍ବର ମାଗନ୍ତୁ ନାହିଁ। ଝିଅମାନେ ମିଛ କଥା ଶୀଘ୍ର ଜାଣିପାରିଥାନ୍ତି।
-ଯଦି କୌଣସି ଝିଅର ନମ୍ବର ମାଗିବାକୁ ଚାହୁଁଛନ୍ତି କାହାର ସାହାଯ୍ୟ ନିଅନ୍ତୁ ନାହିଁ। ଆପଣ ଅସୁବିଧାରେ ପଡ଼ିପାରନ୍ତି।
-ଝିଅଙ୍କୁ ନମ୍ବର ମାଗିଲେ କାହିଁକି ନମ୍ବର ମାଗୁଛ ବୋଲି ପଚାରିଥାନ୍ତି। ସେହି ପ୍ରଶ୍ନର ଉତ୍ତର ଦେବାରୁ ପ୍ରସ୍ତୁତ ଥାଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...