ଶୋଇବାକୁ ସମସ୍ତଙ୍କୁ ଭଲ ଲାଗେ। କୁହାଯାଏ ଦୈନିକ ୬ରୁ ୮ ଘଣ୍ଟା ଶୋଇବା ଜରୁରୀ। କିନ୍ତୁ ଜାଣିଛନ୍ତି କି ଶୋଇଲେ ଧନ ବଢେ। ଖାଲି ଧନ ବଢେ ନାହିଁ, ଆପଣ ଏପରି ଜିନିଷ ପାଇ ପାଇପାରିବେ ଯାହା ସ୍ୱପ୍ନରେ କେବେ ଭାବି ନ ଥିବେ। ତେବେ ଆପଣଙ୍କୁ ଏସବୁ ପାଇବାକୁ ହେଲେ ଶୋଇବା ସମୟରେ ବାସ୍ତୁଶାସ୍ତ୍ରର କିଛି ନିୟମକୁ ମାନିବା ଦରକାର।
୧- ବାସ୍ତୁଶାସ୍ତ୍ର ଅନୁଯାୟୀ ଗୋଡ଼ ପୂର୍ବ ଦିଗରେ ରଖି ଶୋଇଲେ ଭାଗ୍ୟ ସବୁବେଳେ ଆପଣଙ୍କ ସାଥିରେ ରହିବ। ନାମ ଓ ଯଶର ଅଧିକାରୀ ହେବେ।
୨- ଯଦି ଆପଣ ଉତ୍ତର ଦିଗକୁ ଗୋଡ଼ ଦେଇ ଶୋଉଛନ୍ତି ତାହାହେଲେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଶରୀରର ସୁସ୍ଥ ରହିବା ସହ ଧନ ଓ ସମ୍ପତ୍ତି ବୃଦ୍ଧି ହେବ।
୩- ଯଦି ଶୋଇବା ସମୟରେ ଆପଣ ଗୋଡ଼ ପଶ୍ଚିମ ଦିଗରେ ଦେଇ ଶୋଉଛନ୍ତି ତାହାହେଲେ ଆପଣ ମାନସିକ ଶାନ୍ତି ମିଳିବ। ଧାର୍ମିକ କାମ କରିବା ପାଇଁ ଇଚ୍ଛା ହୋଇଥାଏ।
୪- ଶୋଇବା ସମୟରେ ଗୋଡ଼ ଘରର ଦୁଆର ବନ୍ଧ ଆଡକୁ ଦେଇ ଶୋଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଆପଣଙ୍କ ମୃତ୍ୟୁ ହୋଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।