ବେଡ୍‌ ଉପରେ ପାର୍ଟନରଙ୍କ ଠାରୁ କଣ ଚାହାଁନ୍ତି ?

ଦାମ୍ପତ୍ୟ ଜୀବନକୁ ଅଧିକ ମଧୁର କରିଥାଏ ଶାରୀରିକ ସଂପର୍କ । ଆସନ୍ତୁ ଜାଣିବା ଅନରଙ୍ଗ ମୁହୁର୍ତ୍ତରେ ମହିଳାମାନେ କଣ ଚାହାଁନ୍ତି ନିଜ ପାର୍ଟନରଙ୍କ ଠାରୁ। ୧-ସବୁ ମହିଳା ତାଙ୍କ ଜୀବନ ସାଥୀଙ୍କ ଠାରୁ ଆଶା ରଖନ୍ତି ଯେ ବେଡ୍‌ରେ ଥିବାବେଳେ ପୁରୁଷ ସାଥୀ ବୁଝି ପାରନ୍ତୁ ଯେ ସେ କଣ ଚାହାଁନ୍ତି । ୨ – ଯେମିତି ତାଙ୍କ ପୁରୁଷ ସାଥୀଙ୍କ ପସନ୍ଦ ଆଉ ନାପସନ୍ଦ ବିଷୟରେ ସେମାନେ ଜାଣିପାରନ୍ତି, ଠିକ୍‌ ସେମିତି ପୁରୁଷ ସାଥୀ ମଧ୍ୟ […]

maxresdefault-bed

maxresdefault-bed

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 08:01 PM IST

ଦାମ୍ପତ୍ୟ ଜୀବନକୁ ଅଧିକ ମଧୁର କରିଥାଏ ଶାରୀରିକ ସଂପର୍କ । ଆସନ୍ତୁ ଜାଣିବା ଅନରଙ୍ଗ ମୁହୁର୍ତ୍ତରେ ମହିଳାମାନେ କଣ ଚାହାଁନ୍ତି ନିଜ ପାର୍ଟନରଙ୍କ ଠାରୁ।

୧-ସବୁ ମହିଳା ତାଙ୍କ ଜୀବନ ସାଥୀଙ୍କ ଠାରୁ ଆଶା ରଖନ୍ତି ଯେ ବେଡ୍‌ରେ ଥିବାବେଳେ ପୁରୁଷ ସାଥୀ ବୁଝି ପାରନ୍ତୁ ଯେ ସେ କଣ ଚାହାଁନ୍ତି ।

୨ - ଯେମିତି ତାଙ୍କ ପୁରୁଷ ସାଥୀଙ୍କ ପସନ୍ଦ ଆଉ ନାପସନ୍ଦ ବିଷୟରେ ସେମାନେ ଜାଣିପାରନ୍ତି, ଠିକ୍‌ ସେମିତି ପୁରୁଷ ସାଥୀ ମଧ୍ୟ ସମାନ ଭାବେ ତାଙ୍କ ପସନ୍ଦ ଓ ନାପସନ୍ଦ ବିଷୟରେ ଚିନ୍ତା କରିବା ଦରକାର ।

୩-ସେକ୍ସ କରିବା ପରିବର୍ତ୍ତେ ବେଳେବେଳେ ମହିଳାମାନେ ବେଡରେ  ଅନ୍ତରଙ୍ଗ ମୁହୁର୍ତ୍ତକୁ ବଖାଣିବାକୁ ପସନ୍ଦ କରନ୍ତି ।

୪-ସେକ୍ସ ଲାଇଫକୁ ଅଧିକ ସୁମଧୁର କରିବା ପାଇଁ ସେକ୍ସ କରିବାର ତରିକା ପରିବର୍ତ୍ତନ କରିବା ବି ଦରକାର ଏକଥା ବି ମହିଳାମାନେ ଚାହୁଁଥାନ୍ତି ।

୫- ମହିଳାମାନେ ଚାହାଁନ୍ତି ଯେ ତାଙ୍କ ସାଥୀ ତାଙ୍କୁ ଶେଷ ପର୍ଯ୍ୟନ୍ତ ସାଥ ଦିଅନ୍ତୁ ଫଳରେ ସନ୍ତୁଷ୍ଠି ମିଳି ପାରିବ, କିନ୍ତୁ ବେଳେ ବେଳେ ଦେଖାଯାଏ ଯେ ମହିଳାଙ୍କୁ ସନ୍ତୁଷ୍ଠି ମିଳିବା ପୂର୍ବରୁ ପୁରୁଷ ସାଥୀ ଜଣକ ସେକ୍ସକୁ ଶେଷ କରିଦିଅନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story