maxresdefault-bed
ଦାମ୍ପତ୍ୟ ଜୀବନକୁ ଅଧିକ ମଧୁର କରିଥାଏ ଶାରୀରିକ ସଂପର୍କ । ଆସନ୍ତୁ ଜାଣିବା ଅନରଙ୍ଗ ମୁହୁର୍ତ୍ତରେ ମହିଳାମାନେ କଣ ଚାହାଁନ୍ତି ନିଜ ପାର୍ଟନରଙ୍କ ଠାରୁ।
୧-ସବୁ ମହିଳା ତାଙ୍କ ଜୀବନ ସାଥୀଙ୍କ ଠାରୁ ଆଶା ରଖନ୍ତି ଯେ ବେଡ୍ରେ ଥିବାବେଳେ ପୁରୁଷ ସାଥୀ ବୁଝି ପାରନ୍ତୁ ଯେ ସେ କଣ ଚାହାଁନ୍ତି ।
୨ - ଯେମିତି ତାଙ୍କ ପୁରୁଷ ସାଥୀଙ୍କ ପସନ୍ଦ ଆଉ ନାପସନ୍ଦ ବିଷୟରେ ସେମାନେ ଜାଣିପାରନ୍ତି, ଠିକ୍ ସେମିତି ପୁରୁଷ ସାଥୀ ମଧ୍ୟ ସମାନ ଭାବେ ତାଙ୍କ ପସନ୍ଦ ଓ ନାପସନ୍ଦ ବିଷୟରେ ଚିନ୍ତା କରିବା ଦରକାର ।
୩-ସେକ୍ସ କରିବା ପରିବର୍ତ୍ତେ ବେଳେବେଳେ ମହିଳାମାନେ ବେଡରେ ଅନ୍ତରଙ୍ଗ ମୁହୁର୍ତ୍ତକୁ ବଖାଣିବାକୁ ପସନ୍ଦ କରନ୍ତି ।
୪-ସେକ୍ସ ଲାଇଫକୁ ଅଧିକ ସୁମଧୁର କରିବା ପାଇଁ ସେକ୍ସ କରିବାର ତରିକା ପରିବର୍ତ୍ତନ କରିବା ବି ଦରକାର ଏକଥା ବି ମହିଳାମାନେ ଚାହୁଁଥାନ୍ତି ।
୫- ମହିଳାମାନେ ଚାହାଁନ୍ତି ଯେ ତାଙ୍କ ସାଥୀ ତାଙ୍କୁ ଶେଷ ପର୍ଯ୍ୟନ୍ତ ସାଥ ଦିଅନ୍ତୁ ଫଳରେ ସନ୍ତୁଷ୍ଠି ମିଳି ପାରିବ, କିନ୍ତୁ ବେଳେ ବେଳେ ଦେଖାଯାଏ ଯେ ମହିଳାଙ୍କୁ ସନ୍ତୁଷ୍ଠି ମିଳିବା ପୂର୍ବରୁ ପୁରୁଷ ସାଥୀ ଜଣକ ସେକ୍ସକୁ ଶେଷ କରିଦିଅନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/maxresdefault-bed.jpg)