Advertisment

ଜୁଆଣି ପତ୍ର ଚିକେନ୍‌- A unique recipe of Ajwain leaf Chicken

ଆବଶ୍ୟକ ସାମଗ୍ରୀ ମାଂସ ଅଦା ବଟା ରସୁଣ ବଟା ପିଆଜ ବଟା ଦହି ଲଙ୍କା ଲୁଣ ହଳଦି ଜୁଆଣି ପତ୍ର ବଟା  ତେଲ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚିକେନ୍‌ରେ ପିଆଜ-ଅଦା-ରସୁଣ ବଟା, ଦହି, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜୁଆଣି ପତ୍ର ପେଷ୍ଟ ଓ ରିଫାଇନ୍‌ ତେଲ ପକାଇ ଭଲ ଭାବେ ଗୋଳାନ୍ତୁ ଓ ମ୍ୟାରିନେଟ୍ ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ମ୍ୟାରିନେଟ୍‌ ଚିକେନ୍‌କୁ ପକାଇ ଭଲ […]

ଅଦ୍ୟତନ ହୋଇଛି
ଜୁଆଣି ପତ୍ର ଚିକେନ୍‌- A unique recipe of Ajwain leaf Chicken

chkn

Advertisment

ଆବଶ୍ୟକ ସାମଗ୍ରୀ

  • ମାଂସ
  • ଅଦା ବଟା
  • ରସୁଣ ବଟା
  • ପିଆଜ ବଟା
  • ଦହି
  • ଲଙ୍କା
  • ଲୁଣ
  • ହଳଦି
  • ଜୁଆଣି ପତ୍ର ବଟା
  •  ତେଲ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌ରେ ପିଆଜ-ଅଦା-ରସୁଣ ବଟା, ଦହି, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜୁଆଣି ପତ୍ର ପେଷ୍ଟ ଓ ରିଫାଇନ୍‌ ତେଲ ପକାଇ ଭଲ ଭାବେ ଗୋଳାନ୍ତୁ ଓ ମ୍ୟାରିନେଟ୍ ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ମ୍ୟାରିନେଟ୍‌ ଚିକେନ୍‌କୁ ପକାଇ ଭଲ ଭାବେ ଗୋଳାନ୍ତୁ। ମଝି ମଝିରେ ମାଂସକୁ ଘାଣ୍ଟନ୍ତୁ। ଅଧା କଷା ହୋଇଯିବା ପରେ ସେଥିରେ ଆଉ ଟିକେ ଜୁଆଣି ପତ୍ର ପେଷ୍ଟ ପକାନ୍ତୁ। ଚିକେନ୍‌ ଭଲ ଭାବେ କଷି ହୋଇ ସିଝିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଜୁଆଣି ପତ୍ର ଚିକେନ୍‌’। ଏବେ ଏହାକୁ ଗରମ ଗରମ ଖା’ନ୍ତୁ ଓ ଅନ୍ୟମାନଙ୍କୁ ବି ଖୁଆନ୍ତୁ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe