Advertisment

କଳାଚଣା ସ୍ୱାସ୍ଥ୍ୟ ପ୍ରତି ହିତକର

ନୂଆଦିଲ୍ଲୀ: ସାଧାରଣତଃ ଚଣା ଶରୀରକୁ ସୁସ୍ଥ ରଖିଥାଏ। ବଜାରରେ ବିଭିନ୍ନ ରଙ୍ଗର ଚଣା ମିଳିଥାଏ। ସେଥିମଧ୍ୟରୁ କଳା ରଙ୍ଗର ଚଣା ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର। ଏହାକୁ ରୋଷେଇ କରି, ସିଝାଇ, ଗଜା କରି ଖିଆଯାଇଥାଏ। କଳାଚଣାରେ କାର୍ବହାଇଡ୍ରେଡ୍, ପ୍ରୋଟିନ୍, ଫାଇବର, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ। କଳାଚଣାକୁ ଗଜା କରି ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଗଜା ଚଣା ଖାଇଲେ ଶରୀରରେ ଭିଟାମିନ୍ ଏ, ବି, ସି, ଡ଼ି ସହ ଫସଫରସ୍, ପୋଟାସିୟମ୍ […]

ଅଦ୍ୟତନ ହୋଇଛି
କଳାଚଣା ସ୍ୱାସ୍ଥ୍ୟ ପ୍ରତି ହିତକର

black

Advertisment

ନୂଆଦିଲ୍ଲୀ: ସାଧାରଣତଃ ଚଣା ଶରୀରକୁ ସୁସ୍ଥ ରଖିଥାଏ। ବଜାରରେ ବିଭିନ୍ନ ରଙ୍ଗର ଚଣା ମିଳିଥାଏ। ସେଥିମଧ୍ୟରୁ କଳା ରଙ୍ଗର ଚଣା ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର। ଏହାକୁ ରୋଷେଇ କରି, ସିଝାଇ, ଗଜା କରି ଖିଆଯାଇଥାଏ। କଳାଚଣାରେ କାର୍ବହାଇଡ୍ରେଡ୍, ପ୍ରୋଟିନ୍, ଫାଇବର, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ। କଳାଚଣାକୁ ଗଜା କରି ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଗଜା ଚଣା ଖାଇଲେ ଶରୀରରେ ଭିଟାମିନ୍ ଏ, ବି, ସି, ଡ଼ି ସହ ଫସଫରସ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଆବଶ୍ୟକତା ପୂରଣ ହୋଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe