Advertisment

ଖାଦ୍ୟକୁ ତାଜା ରଖିବା ସହ ଶରୀରକୁ ଫିଟ୍‌ ରଖେ ଆଲୁମିନିୟମ୍‌ ଜରି

ଭୁବନେଶ୍ୱର: ସାଧାରଣତଃ ପ୍ରତି ଘରେ ଖାଦ୍ୟ ପଦାର୍ଥକୁ ଆଲୁମିନିୟମ୍‌ ଜରିରେ ରଖାଯାଇଥାଏ। ଏହା ଶରୀର ପାଇଁ ବେଶ ଲାଭଦାୟକ ଆଲୁମିନିମୟମ୍‌ ଜରି ଯେପରି ଖାଦ୍ୟକୁ  ତାଜା ଓ ରୁଟି ଗୁଡ଼ିକୁ ନରମ ରଖିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି  ଯନ୍ତ୍ରଣା ହେଉଥିବା ସ୍ଥାନରେ ଆଲୁମିନିୟମ୍‌ ଜରି ଲଗାଇବା ଦ୍ୱାରା ଆମକୁ ଉପଶମ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଆଲୁମିନିୟମ୍‌ ଜରି ଖୁବ୍‌ ଲାଭଦାୟକ ବୋଲି  ବୈଜ୍ଞାନିକମାନେ କହିଛନ୍ତି।  ହାତ, ପାଦ, କାନ୍ଧ, ଖଞ୍ଜା ଓ ଗଣ୍ଠି ଯନ୍ତ୍ରଣା ହେଉଥିଲେ ସେଥିରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖାଦ୍ୟକୁ ତାଜା ରଖିବା ସହ ଶରୀରକୁ ଫିଟ୍‌ ରଖେ ଆଲୁମିନିୟମ୍‌ ଜରି

aluminum-foil-pain

aluminum-foil-treatmentଭୁବନେଶ୍ୱର: ସାଧାରଣତଃ ପ୍ରତି ଘରେ ଖାଦ୍ୟ ପଦାର୍ଥକୁ ଆଲୁମିନିୟମ୍‌ ଜରିରେ ରଖାଯାଇଥାଏ। ଏହା ଶରୀର ପାଇଁ ବେଶ ଲାଭଦାୟକ ଆଲୁମିନିମୟମ୍‌ ଜରି ଯେପରି ଖାଦ୍ୟକୁ  ତାଜା ଓ ରୁଟି ଗୁଡ଼ିକୁ ନରମ ରଖିଥାଏ।

Advertisment

ଏକ ଗବେଷଣାରୁ ଜଣାପଡ଼ିଛି  ଯନ୍ତ୍ରଣା ହେଉଥିବା ସ୍ଥାନରେ ଆଲୁମିନିୟମ୍‌ ଜରି ଲଗାଇବା ଦ୍ୱାରା ଆମକୁ ଉପଶମ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଆଲୁମିନିୟମ୍‌ ଜରି ଖୁବ୍‌ ଲାଭଦାୟକ ବୋଲି  ବୈଜ୍ଞାନିକମାନେ କହିଛନ୍ତି।

 ହାତ, ପାଦ, କାନ୍ଧ, ଖଞ୍ଜା ଓ ଗଣ୍ଠି ଯନ୍ତ୍ରଣା ହେଉଥିଲେ ସେଥିରେ ଆଲୁମିନିୟମ୍‌ ଜରି ବାନ୍ଧି କିଛି ସମୟ ରଖିବା ଦ୍ୱାରା ଆମକୁ ଆରାମ ମିଳିଥାଏ।

Advertisment

ଆଲୁମିନିୟମ୍‌ ଜରିରେ ଆଣ୍ଟି-ଇନ୍‌ଫ୍ଲାମେଟାରୀ ଗୁଣ ରହିଥିବାରୁ ଏହା ଯନ୍ତ୍ରଣାରୁ ଆମକୁ ରକ୍ଷା କରିଥାଏ। ଯନ୍ତ୍ରଣା ହେଉଥିବା ଜାଗାରେ ଆଲୁମିନିୟମ୍‌ ଜରିକୁ ବ୍ୟାଣ୍ଡେଜ୍‌ ପରି ବାନ୍ଧି ରଖିଲେ ଗଣ୍ଠି ବ୍ୟଥାରୁ ଆରାମ ମିଳିଥାଏ। ଏକ ସପ୍ତାହ ଅନ୍ତରାଳରେ ଏହା କରିବା ଉଚିତ୍‌।