/odisha-reporter/media/post_attachments/uploads/2020/11/kalija.jpg)
kalija
ଆବଶ୍ୟକ ସାମଗ୍ରୀ : ଗୋଟିଏ ବଡ଼ ମାଟି ହାଣ୍ଡି, ଖାସି କଲିଜା, ଟମାଟୋ ବଟା, ଲଙ୍କା ଗୁଣ୍ଡ, ଅଦାରସୁଣ ଛେଚା, କଟା ପିଆଜ, ହଳଦୀ ଗୁଣ୍ଡ, ଜିରା-ଧନିଆ ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଲୁଣ ଓ ତେଲ।
Advertisment
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍ ଲଗାଇ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ଏଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ହଳଦୀଗୁଣ୍ଡ, ଅଦାରସୁଣ ଛେଚା, ଲଙ୍କାଗୁଣ୍ଡ ଓ ଟମୋଟୋ ବଟା ପକାଇ କଷନ୍ତୁ।
ମସଲା କଷି ହେବା ପରେ ଖାସି କଲିଜାକୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୧୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଜିରାଧନିଆ ଗୁଣ୍ଡ ଓ ଲବଙ୍ଗ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ। ତିନିରୁ ଚାରି ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ହାଣ୍ଡି ଲବଙ୍ଗ କଲିଜା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
