Advertisment

କଞ୍ଚା ଇଲିସି ଲେମ୍ୱୁ ମସଲା- Recipe of Ilisi Lemon Masaala

ଆବଶ୍ୟକ ସାମଗ୍ରୀ : ଇଲିସି ମାଛ, କଟା ଟମାଟୋ, ଗୋଟା ରସୁଣ, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ସୋରିଷ ମସଲା, ଲଙ୍କା ଗୁଣ୍ଡ, ତେଲ, ଲୁଣ ଓ ଲେମ୍ୱୁ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଇଲିସି ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ ଏଥିରେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା ବଟା, କଟା ଟମାଟୋ, ଲେମ୍ୱୁରସ, ଲଙ୍କାଗୁଣ୍ଡ ଓ ଅଳ୍ପ ରିଫାଇନ୍‌ ତେଲ ପକାଇ ଭଲ ଭାବରେ ଗୋଳାଇ […]

ଅଦ୍ୟତନ ହୋଇଛି
କଞ୍ଚା ଇଲିସି ଲେମ୍ୱୁ ମସଲା- Recipe of Ilisi Lemon Masaala

machha

Advertisment

ଆବଶ୍ୟକ ସାମଗ୍ରୀ :

ଇଲିସି ମାଛ, କଟା ଟମାଟୋ, ଗୋଟା ରସୁଣ, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ସୋରିଷ ମସଲା, ଲଙ୍କା ଗୁଣ୍ଡ, ତେଲ, ଲୁଣ ଓ ଲେମ୍ୱୁ।

Advertisment

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଇଲିସି ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ ଏଥିରେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା ବଟା, କଟା ଟମାଟୋ, ଲେମ୍ୱୁରସ, ଲଙ୍କାଗୁଣ୍ଡ ଓ ଅଳ୍ପ ରିଫାଇନ୍‌ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ଏଥିରେ ମସଲା ଗୋଳା ଇଲିସି ମାଛକୁ ପକାନ୍ତୁ।

ଏହାପରେ ମାଛ ଉପରେ ଲେମ୍ୱୁରସ, ଗୋଟା ରସୁଣ ଓ ଗୋଟା କଞ୍ଚାଲଙ୍କା ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୮ରୁ ୧୦ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଛକୁ ଓଲଟାଇ ପୁଣି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୧୦ରୁ ୧୨ ମିନିଟ୍‌ ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା ଇଲିସି ଲେମ୍ୱୁ ମସଲା।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe