Advertisment

ରାକ୍ଷୀପୁର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ ସୁଜି ଲଡୁ

ଆବଶ୍ୟକ ସାମଗ୍ରୀ : କାଜୁ ଓ କିସ୍‌ମିସ୍‌ ଭଜା, ସିଝା କ୍ଷୀର, ସୁଜି, ଚିନି, ଗୁଜୁରାତି ଗୁଣ୍ଡ, ନଡ଼ିଆ କୋରା ଓ ତେଲ ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କାଜୁ, କିସ୍‌ମିସ୍‌କୁ ଭାଜି ରଅନ୍ତୁ ଓ କ୍ଷୀର ଫୁଟାଇ ରଖନ୍ତୁ। ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରି ସୁଜିକୁ ଭାଜନ୍ତୁ। ସୁଜି ଭାଜି ହେବା ପରେ ନଡ଼ିଆ କୋରା ପକାନ୍ତୁ। ସୁଜି ନଡ଼ିଆ ଲାଲ୍‌ ହୋଇ ଭାଜି ହୋଇଯିବା ପରେ ସେଥିରେ ଚିନି, ଗୁଜୁରାତି ଗୁଣ୍ଡ […]

ରାକ୍ଷୀପୁର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ ସୁଜି ଲଡୁ

ladu

Advertisment

ଆବଶ୍ୟକ ସାମଗ୍ରୀ : କାଜୁ ଓ କିସ୍‌ମିସ୍‌ ଭଜା, ସିଝା କ୍ଷୀର, ସୁଜି, ଚିନି, ଗୁଜୁରାତି ଗୁଣ୍ଡ, ନଡ଼ିଆ କୋରା ଓ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କାଜୁ, କିସ୍‌ମିସ୍‌କୁ ଭାଜି ରଅନ୍ତୁ ଓ କ୍ଷୀର ଫୁଟାଇ ରଖନ୍ତୁ। ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରି ସୁଜିକୁ ଭାଜନ୍ତୁ। ସୁଜି ଭାଜି ହେବା ପରେ ନଡ଼ିଆ କୋରା ପକାନ୍ତୁ। ସୁଜି ନଡ଼ିଆ ଲାଲ୍‌ ହୋଇ ଭାଜି ହୋଇଯିବା ପରେ ସେଥିରେ ଚିନି, ଗୁଜୁରାତି ଗୁଣ୍ଡ ଓ ଭଜା କାଜୁକିସ୍‌ମିସକୁ ପକାନ୍ତୁ। ଏହାପରେ ସିଝା କ୍ଷୀରକୁ ପକାଇ ଭଲ ଭାବରେ ଗୋଳାନ୍ତୁ। ସୁଜି ଓ କ୍ଷୀର ଭଲ ଭାବରେ ମିଶିଯିବା ପରେ ଏହାକୁ ଗୋଲ୍‌ ଗୋଲ୍ ଗୁଳା କରି ଲଡୁ ଆକାରରେ ଗଢ଼ନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଜି ଲଡୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe