/odisha-reporter/media/post_attachments/uploads/2022/12/Untitled-1-12.jpg)
chicken malai tikka
ଆବଶ୍ୟକସାମଗ୍ରୀ: ବୋନ୍ଲେସ୍ ଚିକେନ୍, ଅଦା, ରସୁଣ, ଲଙ୍କାପେଷ୍ଟ୍, ଲେମ୍ବୁରସ, କାଜୁପେଷ୍ଟ୍, ମଲାଇ, ଦହି, ଗରମମସଲା, ଗୋଲମରିଚଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଚାଟ୍ ମସଲା, ମହୁ, ଲୁଣ ଓତେଲ।
ପ୍ରସ୍ତୁତିପ୍ରଣାଳୀ: ପ୍ରଥମେଚିକେନ୍କୁଭଲଭାବେଧୋଇଏକପାତ୍ରରେରଖନ୍ତୁ। ସେଥିରେଅଦା, ରସୁଣ, ଲଙ୍କାପେଷ୍ଟଓଲେମ୍ବୁରସକୁପକାଇଭଲଭାବେଗୋଳାଇଦିଅନ୍ତୁ।ପରେତାକୁକିଛିସମୟମ୍ୟାରିନେଟ୍ ପାଇଁଛାଡିଦିଅନ୍ତୁ। ତା'ପରେଅନ୍ୟଏକପାତ୍ରରେକାଜୁପେଷ୍ଟ, ମଲାଇଓଦହିକୁମିଶାନ୍ତୁ।ମ୍ୟାରିନେଟ୍ ହୋଇରହିଥିବାଚିକେନ୍କୁ ସେଥିରେଭଲଭାବେଗୋଳାଇଦିଅନ୍ତୁ।ଏହାପରେ ସେଥିରେଗରମମସଲା, ଗୋଲମରିଚଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଚାଟ୍ ମସଲାପକାଇଗୋଳାଇଦିଅନ୍ତୁ।
ତା'ପରେସେଥିରେମହୁ, ଏବଂସ୍ୱାଦଅନୁସାରେଲୁଣପକାଇଗୋଳାନ୍ତୁ।ପୁଣିଥରେମ୍ୟାରିନେଟ୍ କରିବାଲାଗିଅଧଘଣ୍ଟାଯାଏଛାଡ଼ିଦିଅନ୍ତୁ।ତା'ପରେ ଚିକେନ୍କୁକାଠିଭିତରେପୁରାଇରଖନ୍ତୁ।ପରେ କରେଇକୁଗରମକରନ୍ତୁ।ସେଥିରେବଟରପକାଇ କାଠିଚିକେନକୁତା' ଉପରେରଖିଦିଅନ୍ତୁ।ତାକୁକିଛିସମୟପାଇଁଢାଙ୍କିଦିଅନ୍ତୁ।ଏହାରରଙ୍ଗବାଦାମୀହୋଇଆସିଲେତାକୁଓଲଟାଇଦିଅନ୍ତୁ।ଦୁଇପାଖରରଙ୍ଗବାଦାମୀହୋଇଆସିଲେତାକୁଏକପାତ୍ରକୁକାଢ଼ିଦିଅନ୍ତୁ।ପ୍ରସ୍ତୁତହୋଇଗଲାଚିକେନ୍ମଲାଇଟିକା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
