Advertisment

ଚିକେନ୍ ମଲାଇ ଟିକା

ଆବଶ୍ୟକ ସାମଗ୍ରୀ:  ବୋନ୍‌ଲେସ୍‌ ଚିକେନ୍‌, ଅଦା, ରସୁଣ, ଲଙ୍କା ପେଷ୍ଟ୍‌, ଲେମ୍ବୁ ରସ, କାଜୁ ପେଷ୍ଟ୍‌, ମଲାଇ, ଦହି, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍‌ ମସଲା, ମହୁ,  ଲୁଣ  ଓ ତେଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ।  ସେଥିରେ ଅଦା, ରସୁଣ, ଲଙ୍କା ପେଷ୍ଟ ଓ ଲେମ୍ବୁ ରସକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ତାକୁ କିଛି […]

ଅଦ୍ୟତନ ହୋଇଛି
ଚିକେନ୍ ମଲାଇ ଟିକା

chicken malai tikka

Advertisment

ଆବଶ୍ୟକସାମଗ୍ରୀବୋନ୍ଲେସ୍ଚିକେନ୍‌, ଅଦା, ରସୁଣ, ଲଙ୍କାପେଷ୍ଟ୍‌, ଲେମ୍ବୁରସ, କାଜୁପେଷ୍ଟ୍‌, ମଲାଇ, ଦହି, ଗରମମସଲା, ଗୋଲମରିଚଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଚାଟ୍ମସଲା, ମହୁଲୁଣ  ତେଲ

Advertisment

ପ୍ରସ୍ତୁତିପ୍ରଣାଳୀ: ପ୍ରଥମେଚିକେନ୍କୁଭଲଭାବେଧୋଇଏକପାତ୍ରରେରଖନ୍ତୁ।  ସେଥିରେଅଦା, ରସୁଣ, ଲଙ୍କାପେଷ୍ଟଲେମ୍ବୁରସକୁପକାଇଭଲଭାବେଗୋଳାଇଦିଅନ୍ତୁ।ପରେତାକୁକିଛିସମୟମ୍ୟାରିନେଟ୍ପାଇଁଛାଡିଦିଅନ୍ତୁତା'ପରେଅନ୍ୟଏକପାତ୍ରରେକାଜୁପେଷ୍ଟ, ମଲାଇଦହିକୁମିଶାନ୍ତୁ।ମ୍ୟାରିନେଟ୍ହୋଇରହିଥିବାଚିକେନ୍କୁ  ସେଥିରେଭଲଭାବେଗୋଳାଇଦିଅନ୍ତୁ।ଏହାପରେ  ସେଥିରେଗରମମସଲା, ଗୋଲମରିଚଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଚାଟ୍ମସଲାପକାଇଗୋଳାଇଦିଅନ୍ତୁ

ତା'ପରେସେଥିରେମହୁ, ଏବଂସ୍ୱାଦଅନୁସାରେଲୁଣପକାଇଗୋଳାନ୍ତୁ।ପୁଣିଥରେମ୍ୟାରିନେଟ୍କରିବାଲାଗିଅଧଘଣ୍ଟାଯାଏଛାଡ଼ିଦିଅନ୍ତୁ।ତା'ପରେ  ଚିକେନ୍କୁକାଠିଭିତରେପୁରାଇରଖନ୍ତୁ।ପରେ  କରେଇକୁଗରମକରନ୍ତୁ।ସେଥିରେବଟରପକାଇ  କାଠିଚିକେନକୁତା' ଉପରେରଖିଦିଅନ୍ତୁ।ତାକୁକିଛିସମୟପାଇଁଢାଙ୍କିଦିଅନ୍ତୁ।ଏହାରରଙ୍ଗବାଦାମୀହୋଇଆସିଲେତାକୁଓଲଟାଇଦିଅନ୍ତୁ।ଦୁଇପାଖରରଙ୍ଗବାଦାମୀହୋଇଆସିଲେତାକୁଏକପାତ୍ରକୁକାଢ଼ିଦିଅନ୍ତୁପ୍ରସ୍ତୁତହୋଇଗଲାଚିକେନ୍ମଲାଇଟିକା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe