ଆବଶ୍ୟକ ସାମଗ୍ରୀ: ବରଫ, ଚକଲେଟ୍ ସିରପ, ଚିନି, କ୍ଷୀର, ଚକ୍ଲେଟ୍ ଆଇସିକ୍ରିମ୍, ଚକୋଚିପ୍ସ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକପାତ୍ରରେ ଚକ୍ଲେଟ୍ ଆଇସିକ୍ରିମ୍କୁ ନିଅନ୍ତୁ। ସେଥିରେ କିଛି ବରଫ, ଚକଲେଟ୍ ସିରପ, ଚିନି ଓ କ୍ଷୀର ପକାଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ଏକ ଗ୍ଲାସ ଆଣି ତା’ ଭିତରେ କିଛି ଚକଲେଟ୍ ସିରପକୁ ପକାଇ ଦିଅନ୍ତୁ। ପରେ ସେଥିରେ କିଛି ଚକୋଚିପ୍ସକୁ ପକାଇ ଦିଅନ୍ତୁ। ଏହାପରେ ଗ୍ରାଇଣ୍ଡିଂ କରି ରଖିଥିବା ମିଲ୍କସେକ୍କୁ ସେଥିରେ ଢାଳି ଦିଅନ୍ତୁ। ପରେ ତା’ ଉପରେ ଚକୋଚିପ୍ସକୁ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକ୍ଲେଟ୍ ମିଲ୍କସେକ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...