Advertisment

ଚକ୍‌ଲେଟ୍‌ ମିଲ୍କସେକ୍

ଆବଶ୍ୟକ ସାମଗ୍ରୀ:  ବରଫ, ଚକଲେଟ୍‌ ସିରପ,  ଚିନି, କ୍ଷୀର, ଚକ୍‌ଲେଟ୍‌ ଆଇସିକ୍ରିମ୍‌, ଚକୋଚିପ୍ସ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକପାତ୍ରରେ ଚକ୍‌ଲେଟ୍‌ ଆଇସିକ୍ରିମ୍‌କୁ  ନିଅନ୍ତୁ। ସେଥିରେ କିଛି ବରଫ, ଚକଲେଟ୍‌ ସିରପ, ଚିନି ଓ କ୍ଷୀର ପକାଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ଏକ ଗ୍ଲାସ ଆଣି ତା’  ଭିତରେ କିଛି ଚକଲେଟ୍‌ ସିରପକୁ ପକାଇ ଦିଅନ୍ତୁ। ପରେ ସେଥିରେ କିଛି ଚକୋଚିପ୍ସକୁ ପକାଇ ଦିଅନ୍ତୁ। ଏହାପରେ ଗ୍ରାଇଣ୍ଡିଂ କରି ରଖିଥିବା ମିଲ୍କସେକ୍‌କୁ ସେଥିରେ ଢାଳି […]

ଚକ୍‌ଲେଟ୍‌ ମିଲ୍କସେକ୍

chocolate milkshake

Advertisment

ଆବଶ୍ୟକ ସାମଗ୍ରୀ: ବରଫ, ଚକଲେଟ୍‌ ସିରପ,  ଚିନି, କ୍ଷୀର, ଚକ୍‌ଲେଟ୍‌ ଆଇସିକ୍ରିମ୍‌, ଚକୋଚିପ୍ସ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକପାତ୍ରରେ ଚକ୍‌ଲେଟ୍‌ ଆଇସିକ୍ରିମ୍‌କୁ  ନିଅନ୍ତୁ। ସେଥିରେ କିଛି ବରଫ, ଚକଲେଟ୍‌ ସିରପ, ଚିନି ଓ କ୍ଷୀର ପକାଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ଏକ ଗ୍ଲାସ ଆଣି ତା’  ଭିତରେ କିଛି ଚକଲେଟ୍‌ ସିରପକୁ ପକାଇ ଦିଅନ୍ତୁ। ପରେ ସେଥିରେ କିଛି ଚକୋଚିପ୍ସକୁ ପକାଇ ଦିଅନ୍ତୁ। ଏହାପରେ ଗ୍ରାଇଣ୍ଡିଂ କରି ରଖିଥିବା ମିଲ୍କସେକ୍‌କୁ ସେଥିରେ ଢାଳି ଦିଅନ୍ତୁ। ପରେ ତା’ ଉପରେ ଚକୋଚିପ୍ସକୁ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକ୍‌ଲେଟ୍‌ ମିଲ୍କସେକ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe