କଲରା ଟମାଟୋ ଚୁଟ୍‌ଚୁଟା

ଆବଶ୍ୟକ ସାମଗ୍ରୀ: କଲରା, କଟା ଟମାଟୋ, ଲୁଣ, ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ତେଲ ଓ କସ୍ତୁରୀ ମେଥି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଲରାକୁ ଚେକା ଚେକା କରି କାଟି ଏକ ପାତ୍ରରେ ରଖନ୍ତୁ। ସେଥିରେ କଟା ଟମାଟୋ, ଆବଶ୍ୟକ ଅନୁସାରେ ଲୁଣ, ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା ଓ ହଳଦୀ ଗୁଣ୍ଡ ପକେଇ ଭଲଭାବରେ ଗୋଳେଇ ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ […]

Kalara Tomato Chutchuta

Kalara Tomato Chutchuta

Tapaswini Nayak
  • Published: Thursday, 02 September 2021
  • Updated: 02 September 2021, 02:46 PM IST

ଆବଶ୍ୟକ ସାମଗ୍ରୀ: କଲରା, କଟା ଟମାଟୋ, ଲୁଣ, ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ତେଲ ଓ କସ୍ତୁରୀ ମେଥି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଲରାକୁ ଚେକା ଚେକା କରି କାଟି ଏକ ପାତ୍ରରେ ରଖନ୍ତୁ। ସେଥିରେ କଟା ଟମାଟୋ, ଆବଶ୍ୟକ ଅନୁସାରେ ଲୁଣ, ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା ଓ ହଳଦୀ ଗୁଣ୍ଡ ପକେଇ ଭଲଭାବରେ ଗୋଳେଇ ଦିଅନ୍ତୁ।

ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମସଲା ଗୋଳା ହୋଇଥିବା କଲରା ଓ ଟମାଟୋ ପକାଇ ସିଝାନ୍ତୁ। କଲରା ଓ ଟମାଟୋ ସିଝି ଗଲାପରେ ସେଥିରେ ଆବଶ୍ୟକ ଅନୁଯାୟୀ କସ୍ତୁରୀ ମେଥି ପକାଇ ଗୋଳାଇ ଦିଅନ୍ତୁ।  ୫ ମିନିଟ୍ ଏହାକୁ ଗ୍ୟାସ ଆଞ୍ଚରେ ବସାନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଲରା ଟମାଟୋ ଚୁଟ୍‌ଚୁଟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story