Advertisment

ଆମ୍ବ ଫ୍ରୁଟି

ଆବଶ୍ୟକ ସାମଗ୍ରୀ: କଞ୍ଚା ଆମ୍ବ, ପାଚିଲା ଆମ୍ବ, ଚିନି,ଭିନେଗାର,ପାଣି ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବଜାରୁ କିଛି ପାଚିଲା ଆମ୍ବ ଓ  କଞ୍ଚା ଆମ୍ବ ଆଣି ଦିଅନ୍ତୁ। ଏହାପରେ ପାଚିଲା ଆମ୍ବର ଚୋପା ଛଡ଼ାଇ ତାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ କଞ୍ଚା ଆମ୍ବର ଚୋପା ଛଡ଼ାଇ ତାକୁ ମଧ୍ୟ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ପରେ କଡ଼େଇକୁ ଗରମ କରନ୍ତୁ। କଡ଼େଇ ଗରମ ହେବା ପରେ କଞ୍ଚା ଓ ପାଚିଲା ଆମ୍ବର ମିଶ୍ରଣକୁ […]

 ଆମ୍ବ ଫ୍ରୁଟି

mango frooti

Advertisment

ଆବଶ୍ୟକ ସାମଗ୍ରୀ: କଞ୍ଚା ଆମ୍ବ, ପାଚିଲା ଆମ୍ବ, ଚିନି,ଭିନେଗାର,ପାଣି

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବଜାରୁ କିଛି ପାଚିଲା ଆମ୍ବ ଓ  କଞ୍ଚା ଆମ୍ବ ଆଣି ଦିଅନ୍ତୁ। ଏହାପରେ ପାଚିଲା ଆମ୍ବର ଚୋପା ଛଡ଼ାଇ ତାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ କଞ୍ଚା ଆମ୍ବର ଚୋପା ଛଡ଼ାଇ ତାକୁ ମଧ୍ୟ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।

Advertisment

ପରେ କଡ଼େଇକୁ ଗରମ କରନ୍ତୁ। କଡ଼େଇ ଗରମ ହେବା ପରେ କଞ୍ଚା ଓ ପାଚିଲା ଆମ୍ବର ମିଶ୍ରଣକୁ ସେଥିରେ ପକାଇ କିଛି ସମୟ ପାଇଁ ଗୋଳାନ୍ତୁ। ପରେ  ସେଥିରେ କିଛି ଚିନି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ୧୦ ମିନିଟ୍ ପରେ ଏକ ପାତ୍ରକୁ  କାଢ଼ି ଦିଅନ୍ତ। ତା’ପରେ ସେଥିରେ ଅଳ୍ପ ଭିନେଗାର ମିଶାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ପାଣି ମିଶାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ଫ୍ରୁଟି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe